Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୪୨୬ କୋଭିଡ୍ ପଜିଟିଭ୍, ୧୨୨୫୨୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • କମିବ ତାପମାତ୍ରା, ୨୮ରୁ ବଢିବ ଶୀତ
  • ||
  • ଆଜି ୭୩ ତମ ସାଧାରଣତନ୍ତ୍ର ଦିବସ, କୋଭିଡ କଟକଣାରେ ହେବ ପତାକା ଉତ୍ତୋଳନ
  • ||
  • ଦେଶ ପାଳୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ପ୍ରଦର୍ଶିତ ହେବ ୨୧ ପ୍ରଜ୍ଞାପନ ମେଢ
  • ||

ସେନା ଜବାନଙ୍କୁ ନେଇକରି ଯାଉଥିବା ଟ୍ରକ ଦୁର୍ଘଟଣାଗ୍ରସ୍ତ, ଜଣେ ଜବାନ ମୃତ

23/08/2019 at 3:29 PM

ଶିମଲା .-  ସେନା ଜବାନଙ୍କୁ ନେଇକରି ଯାଉଥିବା ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହେବାରୁ  ଜଣେ ଜବାନଙ୍କର ମୃତ୍ୟୁ ହୋଇଛି । ଏହି ଟ୍ରକରେ ୧୮ ମହାର ରେଜିମେଣ୍ଟର ୪ ଜଣ ଜବାନ ଯାଉଥିଲେ । ଏକ ଖାଇରେ ଟ୍ରକଟି ଖସି ପଡିଥିଲା । ପ୍ରାୟ ୧୦୦ ଫୁଟ୍ ତଳକୁ ଏହି ଟ୍ରକଟି ଖସି ପଡିଥିଲା ।  ଶିମଲାର ଥିଓଗୋ ନିକଟରେ ଥିବା ଲାମ୍ବିଧର ଖାଇରେ ଏହି ଟ୍ରକଟି ଖସି ପଡିଥିଲା ।

ଟ୍ରକଟି ଖସି ପଡିବାରୁ ଜଣେ ଜବାନଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି  ଆହତମାନଙ୍କୁ ଶିମଲାରେ ଥିବା ଗାନ୍ଧୀ ମେଡିକାଲ କଲେଜରେ ଚିକିତ୍ସା ପାଇ ଭର୍ତ୍ତି କରାଯାଇଛି ।

ମୃତ ଜବାନଙ୍କ ନାଁ ରାଜେଶ । ଆହତ ହୋଇଥିବା ଜବାନମାନେ ହେଉଛନ୍ତି ।ସୃଜନ, ବେଜି ରାଏ ଓ ନାଗାପ୍ପା

ଦୁର୍ଘଟଣାର କାରଣ ଜଣାପଡି ନାହିଁ । ପୁଲିସ ଘଟଣାସ୍ଥଳରେ ପହଁଚି ଏହାର ତଦନ୍ତ  ଆରମ୍ଭ କରିଛି।

   Related Posts