ନୂଆଦିଲ୍ଲୀ୨୮/୨: ସର୍ବ ଭାରତୀୟ ସ୍ତରରେ ହେବାକୁ ଥିବା ଆର୍ମି ଜିଡି ପରୀକ୍ଷା ବାତିଲ। ପ୍ରଶ୍ନପତ୍ର ଲିକ୍ ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏ ନେଇ ରବିବାର ଆଫିସିଆଲି ସୂଚନା ଦିଆଯାଇଛି। ଏହି ସୂଚନାରେ ଆଉମଧ୍ୟ କୁହାଯାଇଛି କି , ଏହି ପ୍ରଶ୍ନପତ୍ର ଲିକ୍ ଘଟଣାରେ ପୁନେରୁ ୩ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଏହି ଘଟଣା ବିଷୟରେ ଆଗକୁ ତଦନ୍ତ ଜାରି ରହିଥିବା ପିଟିଆଇ ପକ୍ଷରୁ ସୂଚନା
ଯେମିତି ଅମେଠୀ ଛାଡ଼ିଲେ ସେମିତି ୱାୟନଡ଼ରୁ ବି ବିଦା ହ...