Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହାର୍ଦ୍ଦିକ ୩୦ ବଲ୍‌ରୁ ୪୦ ରନର ମ୍ୟାଚ୍ ବିଜୟୀ ଅପରାଜିତ ଇନିଂସ ଖେଳିଛନ୍ତି। କିରଣ ପୋଲାର୍ଡ ୧୫ ରନରେ ଅପରାଜିତ ଥିଲେ।
  • ||
  • ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇଲା ଗାଡ଼ି, ଜଣେ ମୃତ, ଜଣେ ଗୁରୁତର
  • ||
  • ସିଦ୍ଧୁଙ୍କ ଇସ୍ତଫା ପତ୍ର ସ୍ଵୀକାର କଲେନି କଂଗ୍ରେସ ହାଇକମାଣ୍ଡ, ନିଜ ସ୍ତରରେ ସମାଧାନ କରିବାକୁ ରାଜ୍ୟ ନେତାଙ୍କୁ ଦେଲେ ନିର୍ଦ୍ଦେଶ
  • ||
  • IPL 2021: ଦିଲ୍ଲୀ କ୍ୟାପିଟାଲ୍ସର ବିଜୟରେ ଲାଗିଲା ବ୍ରେକ୍, ପନ୍ତଙ୍କ ଟିମ୍‌କୁ ୩ ଓ୍ଵିକେଟ୍‌ରେ ହରାଇଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • କଂଗ୍ରେସରେ ମିଶିଲେ କହ୍ନେୟା କୁମାର ଓ ଜିଗ୍ନେଶ ମେଓ୍ଵାଣୀ, ରାହୁଲଙ୍କ ଉପସ୍ଥିତିରେ ଗ୍ରହଣ କଲେ ସଦସ୍ୟତା
  • ||
  • ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଦିଲ୍ଲୀ ଏମ୍ସରେ ଭର୍ତ୍ତି
  • ||
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||

ସେନା ମୁଖ୍ୟ ବିପିନ ରାଓ୍ବାତ ଦେଲେ ଚେତାବନୀ: ପାକିସ୍ତାନ ପକ୍ଷରୁ ଯୁଦ୍ଧ ଆରମ୍ଭ କଲେ ତାଙ୍କୁ ଏହି ପରିଣାମ ଭୋଗିବାକୁ ପଡିବ…

1/09/2019 at 1:48 PM

ନୂଆଦିଲ୍ଲୀ୧|୯: ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଗତ ଶୁକ୍ରବାର ଦିନ ଜମ୍ମୁ-କାଶ୍ମୀର ଗସ୍ତରେ ଭାରତୀୟ ସେନାର ମୁଖ୍ୟ ଜେନେରାଲ ବିପିନ ରାଓ୍ବାତ ଯାଇ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ସେନା ଅଧିକାରୀଙ୍କୁ ପଚାରି ବୁଝଥିଲେ। ପ୍ରତିମୁହୂର୍ତ୍ତରେ ସତର୍କତା ରହିବା ପାଇଁ ଯବାନଙ୍କୁ ସେ ନିର୍ଦେଶ ଦେଇଥିଲେ। ଆତଙ୍କବାଦୀ ସୀମୀକୁ ଯେପରି ଅତିକ୍ରମ ନକରିପାରନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ସେନା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

ସେନାମୁଖ୍ୟ ବିପିନ ରାଓ୍ବାତ ପାକିସ୍ତାନକୁ ଟାର୍ଗେଟକରି କହିଛନ୍ତି , ସୀମାର ସ୍ଥିତି ବିଗାଡିବା ପାଇଁ ପାକିସ୍ତାନ ଚାହୁଁଥିଲେ ସେମାନେ ସତର୍କ ହେଇଯିବା ଆବଶ୍ୟକ। କାରଣ ପାକିସ୍ତାନ ଯଦି ଯୁଦ୍ଧ ଆରମ୍ଭ କରେ ତେବେ ଭାରତୀୟ ସେନା ଶେ​‌ଷ କରିବେ। ପରମାଣୁ ଭୟ କିମ୍ବା କୁଟନୀତି ପ୍ରଭାବ ଭାରତ ଉପରେ ପଡିବ ନାହିଁ। ଭାରତୀୟ ସେନା ବାହିନୀଙ୍କ ପାଖରେ ବୁଝିବା ଶକ୍ତିଠାରୁ ଅସ୍ତ୍ର ଚାଳନା କରିବା ଶକ୍ତି ଅଧିକ ଶିଖିଛନ୍ତି।

ପାକିସ୍ତାନ ସବୁବେଳେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ଶିଖିଛନ୍ତି ହେଲେ ଭାରତୀୟ ସେନା ନିୟମ କାନୁନ୍‌ ଭିତରେ ରହି ଅସ୍ତ୍ର ଚାଳନା କରିବା ଶିଖିଛନ୍ତି। ପାକିସ୍ତାନ ଯଦି ବେପରୁଆ ଭାବେ କୌଣସି ନିଷ୍ପତ୍ତି ନିଏ ତେବେ ତାର କୁପରିଣାମ ତାଙ୍କୁ ଭୋଗିବାକୁ ପଡ଼ିବ ବୋଲି ପାକିସ୍ତାନକୁ ଚରମ ଚେତାବନୀ ଦେଇଛନ୍ତି ସେନା ମୁଖ୍ୟ ବିପିନ ରାଓ୍ବାତ ।

   Related Posts