୨୪ ଘଣ୍ଟା ହେଲାଣି ଚାଲିଛି ଆର୍ମେନିଆ ସହ ଅଜରବୈଜାନର ଯୁଦ୍ଧ : ତିନୋଟି ହେଲିକପ୍ଟରକୁ ଆର୍ମେନିଆ ଗୁଳି କରି ଖସାଇବା ପରେ ଅଜରବୈଜାନର ପ୍ରତି ଆକ୍ରମଣ, ୧୬ ନିହତ, ଶତାଧିକ ଆହତ

ନୂଆଦିଲ୍ଲୀ, ୨୮|୦୯ ଆର୍ମେନିଆ ଓ ଅଜରବୈଜାନ ମଧ୍ୟରେ ରବିବାର ବିବାଦିତ ନାଗୋରନୋ-କରବାଖ ଅଞ୍ଚଳକୁ ନେଇ ଲଢେଇ ଆରମ୍ଭ ହୋଇଯାଇଛି । ଏହି ଯୁଦ୍ଧରେ ଉଭୟ ପକ୍ଷର ପ୍ରାୟ ୧୬ ଜଣ ପ୍ରାଣ ହରାଇଛନ୍ତି । ଏହାସହ ଶତାଧିକ ଲୋକ ଆହତ ହୋଇଛନ୍ତି । ଆର୍ମେନିଆ ଦାବି କରିଛି ଯେ, ଅଜରବୈଜାନର ସେନା ଏହି ସ୍ଥାନରେ ଗୁଳିମାଡ ଆରମ୍ଭ କରିଦେଇଥିଲା । ଏଥିରେ ପ୍ରଥମେ ଜଣେ ମହିଳା ଓ ଜଣେ ଶିଶୁ ପ୍ରାଣ ହରାଇଥିଲେ । ଅନ୍ୟପକ୍ଷରେ ଅଜରବୈଜାନର … Continue reading ୨୪ ଘଣ୍ଟା ହେଲାଣି ଚାଲିଛି ଆର୍ମେନିଆ ସହ ଅଜରବୈଜାନର ଯୁଦ୍ଧ : ତିନୋଟି ହେଲିକପ୍ଟରକୁ ଆର୍ମେନିଆ ଗୁଳି କରି ଖସାଇବା ପରେ ଅଜରବୈଜାନର ପ୍ରତି ଆକ୍ରମଣ, ୧୬ ନିହତ, ଶତାଧିକ ଆହତ