Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ହସ୍ପିଟାଲରେ ଭର୍ତ୍ତି ହେଲେ ଅରିଜିତଙ୍କ ମାଆ : ବ୍ଲଡ ଡୋନରର ସାହାଯ୍ୟ ମାଗିଲେ ଅଭିନେତ୍ରୀ ସ୍ୱସ୍ତିକା

6/05/2021 at 2:30 PM

ନୂଆଦିଲ୍ଲୀ ୬/୫: ବଲିଉଡର ନାମୀଦାମୀ କଣ୍ଠଶିଳ୍ପୀ ଅରିଜିତ ସିଂହଙ୍କ ମାଆଙ୍କ ଅବସ୍ଥା ସଂକଟାପନ୍ନ । ଚିକିତ୍ସା ପାଇଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କର A- ବ୍ଲଡ୍ ଦରକାର ଅଛି । ତେବେ ତାଙ୍କ ପାଇଁ ଦିଲ ବେଚାରା ଅଭିନେତ୍ରୀ ସ୍ୱସ୍ତିକା ସୋସିଆଲ ମିଡିଆରେ ମାଗୁଛନ୍ତି ସାହାଯ୍ୟ । ସେ କହିଛନ୍ତି ଅରିଜିତଙ୍କ ମାଆଙ୍କ ଅବସ୍ଥା ଭଲ ନାହିଁ ।

ଯଦି କାହାର A- ବ୍ଲଡ ଗ୍ରୁପ୍ନି ଅଛି ତାହେଲେ ତୁରନ୍ତ ଆମକୁ ସାହାଯ୍ୟ କରନ୍ତୁ । କେବଳ ସେତିକି ନୁହେଁ ଅରିଜିତଙ୍କ ମାଆଙ୍କ ପାଇଁ ନିର୍ଦ୍ଦେଶକ ଶ୍ରୀଜିତ ମୁଖାର୍ଜୀ ବି ସହଯୋଗ କାମନା କରିଛନ୍ତି । ସ୍ୱସ୍ତିକା ଏହି ପୋଷ୍ଟକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ସେ ଲେଖିଛନ୍ତି ଆଜି ହିଁ ଆମକୁ “ଏକ ନେଗେଟିଭ ରକ୍ତଦାତା ଆବଶ୍ୟକ ଅଛି ।

ଏହାସହ ସେ ଲେଖିଛନ୍ତି ଅରଜେଣ୍ଟ ଏସଓଏସ ମଧ୍ୟ ଲେଖିଛନ୍ତି । ଯଦି କେହି ସହୃଦୟ ବ୍ୟକ୍ତି ସାହାଯ୍ୟ କରିବାକୁ ଚାହୁଁଛନ୍ତି ତାହେଲେ ତୁରନ୍ତ ଯୋଗାଯୋଗ କରନ୍ତୁ ।

   Related Posts