ଆମେରିକାର ଏହି ୨୧ବର୍ଷ ବୟସ୍କା ଅଭିନେତ୍ରୀଙ୍କ ହଟନେସ୍ ଦେଖିଛନ୍ତି କି ? ଦେଖିଲେ ବଢ଼ିଯିବ ଆପଣଙ୍କ ହାର୍ଟବିଟ୍

Published By : Prameya-News7 Bureau | August 31, 2019 IST

ଆଜି ଆମେ ଆପଣଙ୍କୁ ଆମେରିକାର ୨୧ବର୍ଷ ବୟସ୍କା ଏପରି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯାହାର ହଟନେସ୍ ଦେଖି ଆପଣଙ୍କ ହୃଦସ୍ପନ୍ଦନ ବଢ଼ିଯିବ। ଆସନ୍ତୁ ଜାଣିବା ତାଙ୍କ ବିଷୟରେ

{"id":151410}

ଏରିୟଲ ଓ୍ବିଣ୍ଟର ଜଣେ ଆମେରିକୀୟ ଅଭିନେତ୍ରୀ। ଏରିୟଲ୍ କମେଡ଼ି ସିରିଜ ‘ମଡ଼ର୍ଣ୍ଣ ଫ୍ୟାମିଲି’ରେ ଆଲେକ୍ସ ଡେମ୍ଫି ଭୂମିକା ପାଇଁ ଜଣା ଯାଆନ୍ତି। ସେ ୨୦୧୪ମସିହାରେ ଏନିମେଟେଡ ଫିଲ୍ମ ମିଷ୍ଟର ପିବଡି ଏବଂ ଶେରମୈନରେ ନିଜର କଣ୍ଠ ଦେଇଛନ୍ତି। ଏରିୟଲ ଏବଂ ତାଙ୍କ ମଡର୍ଣ୍ଣ ଫ୍ୟାମିଲିର କଳାକାରମାନେ କମେଡ଼ି ସିରିଜର ଶ୍ରେଷ୍ଠ କଳାକାର ଭାବେ ୪ଟି ସ୍କ୍ରିନ ଆକ୍ଟର୍ସ ଗିଲ୍ଡ ଆଓ୍ବାର୍ଡ଼ ଜିତିଛନ୍ତି।

{"id":151412}

ତାଙ୍କୁ ଏବେ ମାତ୍ର ୨୧ବର୍ଷ। ସେ ହଲିଉଡ ଜଗତରେ ଅଭିନୟ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସେ ସଙ୍ଗୀତରେ ଭାଗ୍ୟ ପରୀକ୍ଷା କରିବା ପରେ ଏରିୟଲକୁ ଟାଇଟଲ କ୍ୟାରେକ୍ଟର ,‘ସୋଫିୟା ଦ ଫର୍ଷ୍ଟ ଇନ ଡିଜନି ଜୁନିୟର ଶୋ ପାଇଁ କଣ୍ଠଶିଳ୍ପୀ ଭାବେ ଅସାଧାରଣ ସଫଳତା ମିଳିଥିଲା। ଏହି ୨୧ବର୍ଷ ବୟସ୍କା ଅଭିନେତ୍ରୀ ଦେଖିବାକୁ ଅତ୍ୟନ୍ତ ସୁନ୍ଦର ଏବଂ ହଟ୍। ଏତେ କମ୍ ବୟସରେ ସେ ବହୁତ ହଟ୍ ଦେଖାଯାଆନ୍ତି।

{"id":151413}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.