ହକି ବିଶ୍ବକପ୍ : ପ୍ରଥମ ଟିମ୍ ଭାବେ ଭୁବନେଶ୍ବରରେ ପହଞ୍ଚିଲା ଆର୍ଜେଣ୍ଟିନା

Published By : Prameya-News7 Bureau | November 21, 2018 IST

ଭୁବନେଶ୍ବର ୨୧|୧୧: ରାଜଧାନୀରେ ଚଢିଲାଣି ହକି ବିଶ୍ବକପ ଫିଭର । ଆସନ୍ତା ୨୮ରେ ଆରମ୍ଭ ହେବାକୁ ଥିବା ହକି ବିଶ୍ବକପ୍ ପାଇଁ ପ୍ରଥମ ଟିମ୍ ଭାବେ ଭୁବନେଶ୍ବରରେ ପହଞ୍ଚିଲା ଆର୍ଜେଣ୍ଟିନା । ଆଜି ସନ୍ଧ୍ୟାରେ ସାଉଥ ଆଫ୍ରିକା ଟିମ୍ ଆସି ପହଞ୍ଚିବ । ପର୍ଯ୍ୟାୟକ୍ରମେ ଅନ୍ୟ ଟିମ୍  ଗୁଡିକ ଆସି ପହଞ୍ଚିବେ । ଟିମ୍  ଗୁଡିକର ଅଭ୍ୟାସ ପାଇଁ ବି ସୁବନ୍ଦୋବସ୍ତ ହୋଇଛି । ଆସନ୍ତା ୨୮ରେ ପ୍ରଥମ ମ୍ୟାଚ୍  ଖେଳାଯିବ । ପ୍ରଥମ ମ୍ୟାଚ୍ ଭାରତ ଓ ଦକ୍ଷିଣ ଅଫ୍ରିକା ମଧ୍ୟରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.