ଆପଣଙ୍କୁ ପରିସ୍ରା ଲାଗୁଛି କି ? ତା’ହେଲେ ଜମା କରନ୍ତୁନି ଏହି ସବୁ କାମ, ପଡି ପାରନ୍ତି ଅସୁବିଧାରେ …..
17/12/2018 at 8:55 PM

ଯଦି ଆପଣଙ୍କୁ ପରିସ୍ରାଲାଗୁଛି ତାହେଲେ ଏଭଳି କିଛି ଭୁଲ କରନ୍ତୁ ନାହଁ । ଯାହା ଆପଣଙ୍କୁ ବବିଷ୍ୟତରେ ଅସୁବିଧାରେ ପକାଇପାରେ। ପରିସ୍ରା କଲାବେଳେ କିନ୍ତୁ କେତୋଟି ଦିଗ ପ୍ରତି ନିଶ୍ଚୟ ଧ୍ୟାନ ରଖନ୍ତୁ ।ଯଦି ଏହିସବୁ କଥା ପ୍ରତିଧ୍ୟାନ ଦେଉନାହାଁନ୍ତି, ତାହେଲେ ଆପଣ ବି ଭୋଗିପାରନ୍ତି ଏହି ସବୁ ରୋଗ ।
ଜାଣନ୍ତୁ କଣ କରିବାଦରକାର ।

ପରିସ୍ରା ଲାଗୁଛି ଯଦିବେଶୀ ସମୟ ଯାଏଁ ଅପେକ୍ଷା କରନ୍ତୁ ନାହଁ, ଜଲଦି କେଉଁଠି ନା କେଉଁଠି ପାସ୍ କରିଦିଅନ୍ତୁ। ନହେଲେଏହା ଆପଣଙ୍କ ପାଇଁ ହୋଇପାରେ ହାନିକାରକ । ଯଦି ଆପଣଠିକ ସମୟରେ ପରିସ୍ରା କରୁନାହାଁନ୍ତି, ତା ହେଲେ କିଡ଼ିନ୍ ସଂକ୍ରମିତ ହୋଇପାରେ । ଆପଣ ବି କିଡ଼ିନ ସଂବନ୍ଧୀୟବିଭିନ୍ନ ରୋଗରେ ପଡ଼ିପାରନ୍ତି ।

ତେବେ ପରିସ୍ରା ଯିବାବେଳେଟୟେଲଟ ସଫା ଅଛିକି ନାହଁ ଦେଖିକି ଯାଆନ୍ତୁ । ଯଦି ଅପରିଷ୍କାର ଟୟେଲଟରେ ପରିସ୍ରା ଯାଉଛନ୍ତି- ଇନଫେକସନହୋଇଯିବାର ଆଶଂକା ଅଛି ।
ଅଧିକାଂଶ ଲୋକ ସର୍ବସାଧାରଣ ଜାଗାରେ ଥିବା ଟୟେଲଟରେ ପରିସ୍ରା କରିଥାନ୍ତି । ହେଲେ ବିଶେଷଭାବେ ଧ୍ୟାନଦେବା ଦରକାରଯାହାର ଇନଫେକସନ ଆଗରୁ ଅଛି ପରିସ୍ଥିତି ଆହୁରି ଗମ୍ଭୀର ହୋଇଯିବ । କିମ୍ଵା ଇନଫେକସନ ଶ୍ରୀଘ୍ର ହେବାରଆଶଂକା ଅଛି ।

ପରିସ୍ରା କଲାବେଳେ ଯଦିଦୁର୍ଗନ୍ଧ ବାହାରୁଛି ତା ହେଲେ ଅଣଦେଖା କରନ୍ତୁ ନାହଁ, ତୁରନ୍ତ ଡ଼ାକ୍ତରଙ୍କ ପରାମର୍ଶ କରନ୍ତୁ ।