Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ତୀରନ୍ଦାଜି ବିଶ୍ଵ କପ୍: ସ୍ଵାମୀ-ସ୍ତ୍ରୀ ଯୋଡିଙ୍କ କମାଲ, ଭାରତକୁ ଜିତାଇଲେ ତୃତୀୟ ସ୍ଵର୍ଣ୍ଣ ପଦକ

27/06/2021 at 7:25 PM

ନୂଆଦିଲ୍ଲୀ ୨୭।୦୬: ଅତନୁ ଦାସ ଓ ତାଙ୍କ ପତ୍ନୀ ଦୀପିକା କୁମାରୀ ରବିବାର ତୀରନ୍ଦାଜି ବିଶ୍ଵ କପ୍‌ର ମିଶ୍ରିତ ବର୍ଗରେ ଫାଇନାଲ୍‌ ମ୍ୟାଚ୍‌ରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ଏହି ଭାରତୀୟ ଯୋଡି ନେଦରଲାଣ୍ଡର ଜେଫ ଓ୍ଵାନ ଡେନ ଓ ଗେବ୍ରିଏଲା ସୋଲେସରଙ୍କୁ ୫-୩ରେ ପରାସ୍ତ କରି ଭାରତକୁ ଟୁର୍ଣ୍ଣାମେଣ୍ଟରେ ତୃତୀୟ ସ୍ଵର୍ଣ୍ଣ ପଦକ ଜିତାଇଛନ୍ତି।

ଏହା ପୂର୍ବରୁ ଦୀପିକା, ଅଙ୍କିତା ଭଗତ ଓ କୋମୋଲିକା ବାରିଙ୍କ ଭାରତୀୟ ମହିଳା ରିକର୍ଭ ଟିମ୍ ମେକ୍ସିକୋକୁ ୫-୧ରେ ସହଜରେ ହରାଇ ସ୍ଵର୍ଣ୍ଣ ପଦକ ଜିତିଥିଲେ। ମହିଳା ରିକର୍ଭ ଦଳ ଗତ ସପ୍ତାହରେ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ଅଳ୍ପକେରୁ ବର୍ତ୍ତି ଯାଇଥିଲେ। ଏହି ସ୍ଵର୍ଣ୍ଣ ପଦକ ଉକ୍ତ ପରାଜୟର ନିରାଶକୁ କିଛି ମାତ୍ରାରେ କମ କରିବ। ଶନିବାର ଅଭିଷେକ ବର୍ମା କମ୍ପାଉଣ୍ଡ ବ୍ୟକ୍ତିଗତ ବର୍ଗରେ ସ୍ଵର୍ଣ୍ଣ ପଦକ ଜିତିଥିଲେ।

   Related Posts