Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଗର୍ଲଫ୍ରେଣ୍ଡ୍ ଜର୍ଜିୟାଙ୍କ ସହ ମାଳଦ୍ୱୀପରେ ଛୁଟି କାଟୁଛନ୍ତି ଅରବାଜ, ଫଟୋ ସେୟାର କରି କହିଲେ ଏମିତି…

6/11/2021 at 2:57 PM

ନୂଆଦିଲ୍ଲୀ ୦୬/୧୧: ବଲିଉଡ ଅଭିନେତା ଅରବାଜ ଖାନ ତାଙ୍କ ଗର୍ଲଫ୍ରେଣ୍ଡ ଜର୍ଜିୟା ଆଣ୍ଡ୍ରିଆନିଙ୍କ ସହ ଫଟୋ ସେୟାର କରିଛନ୍ତି। ମାଲଦ୍ୱୀପରେ ଛୁଟିରେ ଥିବା ଏହି ଦମ୍ପତି ଏକାଠି କ୍ୱାଲିଟି ଟାଇମ୍ ସ୍ପେଣ୍ଡ କରୁଥିବା ଜଣାପଡିଛି। ଅରବାଜ ତାଙ୍କ ଇନଷ୍ଟାଗ୍ରାମରେ ଅନେକ ଫଟୋ ସେୟାର କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି, ‘ଅମାୟା କୁଡା ରାହରେ ଆମର ରହଣି ଉପଭୋଗ… ଚମତ୍କାର ଆତିଥ୍ୟ ପାଇଁ ଧନ୍ୟବାଦ।’

ଫଟୋଗୁଡ଼ିକରେ ଏହି ଦମ୍ପତି ଏକ ସୁନ୍ଦର ସୂର୍ଯ୍ୟୋଦୟ ଏବଂ ନୀଳ ଜଳ ସାମ୍ନାରେ ପୋଜ୍ ଦେଇଥିବା ଦେଖିବାକୁ ମିଳିଛି। ଜର୍ଜିୟା ମଧ୍ୟ ଛୁଟିଦିନର ଫଟୋ ସେୟାର କରିଛନ୍ତି। ଫଟୋ ଶେୟାର କରି ଜର୍ଜିୟା ଲେଖିଛନ୍ତି, ‘ସ୍ୱିଙ୍ଗିଙ୍ଗ୍ ଇଟ୍।’

   Related Posts