Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ପରୀ ରାଇଜର ଅପସରାମାନଙ୍କଠୁ ମଧ୍ୟ ସୁନ୍ଦରୀ ଏହି ୫ଜଣ ଅଭିନେତ୍ରୀ : ଜାଣନ୍ତୁ କିଏ?

24/08/2019 at 2:09 PM

ମୁମ୍ବାଇ ୨୪/୮: ବଲିଉଡ ଇଣ୍ଡଷ୍ଟ୍ରି​ରେ ଏବେ କମ୍ ବୟସର ସୁନ୍ଦରୀ ଅଭିନେତ୍ରୀଙ୍କର ରାଜ ଚାଲିଛି। ତେବେ ଆସନ୍ତୁ ଜାଣିବା ଏହି ୫ଜଣ ସୁନ୍ଦରୀ ଅଭିନେତ୍ରୀଙ୍କ ବିଷୟରେ

୧.ଜାହ୍ନବୀ କପୁର : ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଖୁବ୍ ପ୍ରସିଦ୍ଧ ଏବଂ ଜଣାଶୁଣା ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ​‌ହେଲେ ଜାହ୍ନବୀ କପୁର। ଜାହ୍ନବୀ କପୁର ବଲିଉଡରେ ‘ଧଡ଼କ’ ଫିଲ୍ମରୁ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ ହିଟ୍ ହୋଇଥିଲା। ନିଜ ସୌନ୍ଦର୍ଯ୍ୟ କାରଣରୁ ଜାହ୍ନବୀ କପୁର ଅପସରାଙ୍କୁ ମଧ୍ୟ ମାତ୍ ଦେଇ ପାରିବେ। ତାଙ୍କୁ ମାତ୍ର ୨୨ବର୍ଷ।

୨. ସାରା ଅଲ୍ଲୀ ଖାନ୍ : ସାରା ଅଲ୍ଲୀ ଖାନ୍ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଖୁବ୍ ପ୍ରସିଦ୍ଧ ଏବଂ ଜଣାଶୁଣା ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଝିଅ। ସେ ବଲିଉଡରେ ନିଜ କ୍ୟାରିୟରର ଆରମ୍ଭ ‘କେଦାରନାଥ’ ଫିଲ୍ମରୁ ଆରମ୍ଭ କରିଥିଲେ। ସୌନ୍ଦର୍ଯ୍ୟ ମାମଲାରେ ସାରା କୌଣସି ଅପସରାଠୁ କମ୍ ନୁହେଁ। ତାଙ୍କୁ ମାତ୍ର ୨୪ବର୍ଷ।

୩. ଆଲିୟା ଭଟ୍ଟ : ଆଲିୟା ଭଟ୍ଟ ବଲିଉଡର ଅତ୍ୟନ୍ତ ଲୋକପ୍ରିୟ ଅଭିନେତ୍ରୀ। ଏହି ଅଭିନେତ୍ରୀ ଖୁବ୍ କମ୍ ସମୟରେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ବଡ଼ ଧରଣର ସଫଳତା ହାସଲ କରିଛନ୍ତି। ସେ ଦେଖିବାକୁ ଖୁବ୍ ସୁନ୍ଦର। ତାଙ୍କୁ ମାତ୍ର ୨୬ବର୍ଷ।

୪. ଦିଶା ପଟାନୀ : ଦିଶା ପଟାନୀ ବଲିଉଡର ଅତ୍ୟନ୍ତ ସୁନ୍ଦରୀ ଏବଂ ଲୋକପ୍ରିୟ ଅଭିନେତ୍ରୀ। ଏହି ଅଭିନେତ୍ରୀ ତାଙ୍କ ଆକର୍ଷଣୀୟ ଚେହେରା ପାଇଁ ସୋଶିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ସେ ଦେଖିବାକୁ ସ୍ବର୍ଗର ଅପସରା ଭଳି। ତାଙ୍କୁ ମାତ୍ର ୨୭ ବର୍ଷ।

୫. ଉର୍ବଶୀ ରୌତେଲା : ଉର୍ବଶୀ ରୌତେଲା ମଧ୍ୟ ଦେଖିବାକୁ ଖୁବ୍ ସୁନ୍ଦରୀ। ସେ ତାଙ୍କର ଫିଲ୍ମ କ୍ୟାରିୟର ‘ମେଜର ସାବ’ରୁ ଆରମ୍ଭ କରିଥିଲେ। ତାଙ୍କୁ ମାତ୍ର ୨୫ବର୍ଷ।

   Related Posts