ଷ୍ଟ୍ରାଟେଜିକ ଫୋର୍ସ କମାଣ୍ଡର ମୁଖ୍ୟ ଭାବେ ନିଯୁକ୍ତ ହେଲେ ଏୟାର ଚିଫ୍ ଏନ୍ଏସ୍ ଧିଲୋଁ

Published By : Prameya-News7 Bureau | March 31, 2019 IST

ନୂଆଦିଲ୍ଲୀ ୩୦/୩ : ବାୟୁସେନାର ମୁଖ୍ୟ ଏୟାର୍‌ ଚିଫ୍ ମାର୍ସାଲ୍‌ ଏନ୍‌ଏସ୍‌ ଧିଲୋଁଙ୍କୁ ନୂଆ ଦାୟତ୍ୱ ତଥା ଷ୍ଟ୍ରାଟେଜିକ ଫୋର୍ସ କମାଣ୍ଡର ମୁଖ୍ୟ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଏନ୍‌ଏସ୍ ଧିଲୋଁ ଦେଶର ପରମାଣୁ ଅସ୍ତ୍ରଭଣ୍ଡାର ଦାୟିତ୍ୱରେ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.