ବ୍ୟାକଲେସ୍ ଡ୍ରେସ ପିନ୍ଧି ଫଟୋ ପୋଷ୍ଟ କଲେ ଅନୁଷ୍କା ଶର୍ମା: ଦର୍ଶକ କହିଲେ ତମ ଅଣ୍ଡରୱେୟାର କୁଆଡେ ଗଲା…

Published By : Prameya-News7 Bureau | August 02, 2019 IST

ମୁମ୍ବାଇ୨|୮:ଅନୁଷ୍କା ଶର୍ମା ହେଉଛନ୍ତି ବଲିଉଡ୍ ଇଣ୍ଡଷ୍ଟ୍ରୀର ଆଗଧାଡ଼ିର ଜଣେ ଅଭିନେତ୍ରୀ।ଏବେ ଅନୁଷ୍କା ନିଜ ସ୍ବାମୀ ବିରାଟଙ୍କ ସହ ମିୟାମିରେ କ୍ବାଲିଟି ଟାଇମ୍‌ ବିତାଉଛନ୍ତି। ଆଜିକାଲି ବେଶ ଚର୍ଚ୍ଚାରେ ଅଛନ୍ତି ଏହି ବି-ଟାଉନ ଅଭିନେତ୍ରୀ। ଏବେ କିଛି ଦିନ ତଳେ ଅନୁଷ୍କାଙ୍କର ଫଟୋଶୁଟ୍‌ ହୋଇଥିଲା। ଏହି ଫଟୋଶୁଟ୍‌ର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

{"id":140015}

ଏହି ଫଟୋ ଯୋଗୁଁ ତାଙ୍କର ଅନେକ ଟ୍ରୋଲ କରାଯାଉଛି।କିଛି ଦିନ ତଳେ ଅନୁଷ୍କା ରୋହିତ ଶର୍ମାଙ୍କୁ ନେଇ ଚର୍ଚ୍ଚାରେ ଥିଲେ ଓ ଏବେ ସେ ନିଜ ଫଟୋଶୁଟ ପାଇଁ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଫିଲ୍ମଫେୟାର ପତ୍ରିକର କବର ପେଜ ଲାଗି ଅନୁଷ୍କା ଫଟୋଶୁଟ୍‌ କରିଥିଲେ । ଏହି ଫଟୋରେ ସେ ସବୁଜ ରଂଗର ବ୍ୟାକ୍‌ଲେସ ଡ୍ରେସ୍‌ ପିନ୍ଧିଥିଲେ। ଏହି ଡ୍ରେସରେ ଅନୁଷ୍କା ବହୁତ ଅଧିକ ଗ୍ଲାମରସ୍‌ ଲାଗୁଛନ୍ତି ସତ। ହେଲେ ଏହି ଡ୍ରେସ ପାଇଁ ସେ ଅନେକ ଟ୍ରୋଲ୍‌ର ଶିକାର ମଧ୍ୟ ହୋଇଛନ୍ତି।

{"id":140016}

କାରଣ ଅନୁଷ୍କାଙ୍କ ଡ୍ରେସ ସମ୍ପୂର୍ଣ୍ଣ ଟ୍ରାନ୍ସପେରେଣ୍ଟ ଭଳି ଦେଖାଯାଉଛି। କିନ୍ତୁ ପ୍ରକୃତରେ ତାଙ୍କ ଡ୍ରେସ ଟ୍ରନ୍ସପେରେଣ୍ଟ ନୁହେଁ। ଏହି ଡ୍ରେସର ବ୍ୟାକ୍‌ କଟିଂ ବହୁତ ଡିପ୍‌ ଅଛି ଯେଉଥିପାଇଁ ତାଙ୍କ ବ୍ୟାକ୍‌ ପୂରା ଦେଖାଯାଉଛି।ଅନୁଷ୍କାଙ୍କର ଏହି ଫଟୋଶୁଟ୍‌ ଦେଖି ଦର୍ଶକ ବିଭିନ୍ନ ପ୍ରକାରର କମେଣ୍ଟ ଦେଉଛନ୍ତି। କିଛି ଜଣ ଏଭଳି କମେଣ୍ଟ ମଧ୍ୟ ଦେଇଛନ୍ତି ଯେ, ଏହି କାରଣ ପାଇଁ ରୋହିତ ଶର୍ମା ଅନୁଷ୍କାଙ୍କୁ ଅନଫଲୋ କରିଛନ୍ତି।

{"id":140017}

ଅପରପକ୍ଷରେ କିଛି ଲୋକେ ବିରାଟଙ୍କ ପତ୍ନୀ ହୋଇଥିବାରୁ ଭଲ କପଡା ପିନ୍ଧିବା ଉଚିତ୍‌ ବୋଲି କହିଛନ୍ତି। ଜଣେ ୟୁଜର ଏମିତି ଲେଖିଛନ୍ତି ଯେ, “ପୁତ୍ରୀ ୟେ କ୍ୟା ବସ୍ତ୍ର ପହନା ହୈ”। କେହି କେହି ତ ଲେଖିଛନ୍ତି ଯେ, ତମ ଅଣ୍ଡରୱେୟାର କୁାଆଡେ ଗଲା ???ଶେଷଥର ପାଇଁ ଅନୁଷ୍କା ଜିରୋ ଫିଲ୍ମରେ ଶାହରୁଖଙ୍କ ସହ ନଜର ଆସିଥିଲେ।

{"id":140018,"width":587,"height":447}

ଏହା ପରେ ତାଙ୍କର କୌଣସି ଫିଲ୍ମ ଆସିନାହିଁ। ଏବେ ଯାଏଁ ଅନୁଷ୍କା ଅନେକ ଫିଲ୍ମ ସାଇନ୍‌ କରିଛନ୍ତି। ବିରାଟଙ୍କ ସହ ମିୟାମିରେ ସମୟ କାଟୁଥିବାର ଅନେକ ଫଟୋ ଭାଇରାଲ ହୋଇଛି। ମିୟାମିରେ ସ୍ବାମୀଙ୍କ ବ୍ୟତୀତ ସେ ନିଜ ବନ୍ଧୁଙ୍କ ସହ ମଧ୍ୟ ବୁଲାବୁଲି କରୁଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.