Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ଅନୁଷ୍କାଙ୍କୁ ନେଇ ଚିନ୍ତାରେ ବିରାଟ କୋହଲି : ଜାଣନ୍ତୁ କାରଣ

11/07/2019 at 11:17 AM

ନୂଆଦିଲ୍ଲୀ ୧୧/୭: ଅନୁଷ୍କା ଶର୍ମାଙ୍କୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି। ଯାହା ଫଳରେ ଅନୁଷ୍କାଙ୍କ ସ୍ବାମୀ ବିରାଟ କୋହଲି ଚିନ୍ତାରେ ବୁଡ଼ି ଯାଇଛନ୍ତି। ପ୍ରକୃତରେ ଅନୁଷ୍କା ଶର୍ମା ଏକ ଗମ୍ଭୀର ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଅନୁଷ୍କା ବଲ୍ଜିଙ୍ଗ ଡିସ୍କ ରୋଗରେ ପୀଡ଼ିତ ହୋଇଛନ୍ତି। ଏହି ରୋଗରେ ଅସହ୍ୟ ଅଣ୍ଟା ଯନ୍ତ୍ରଣା ହୋଇଥାଏ। ଏହି ରୋଗରେ ଗୋଟିଏ ସ୍ଥାନରେ ଅଧିକ ସମୟ ବସିବା କଷ୍ଟକର ହୋଇଥାଏ ଏବଂ ଅସହ୍ୟ ଯନ୍ତ୍ରଣା ହୋଇଥାଏ।

ଅନୁଷ୍କା ନିଜର ଏହି ରୋଗର ଚିକିତ୍ସା ଆରମ୍ଭ କରି ଦେଇଛନ୍ତି। ନିକଟରେ ତାଙ୍କୁ ଏକ ଫିଜିଓଥେରାପି କ୍ଲିନିକକୁ ଯାଉଥିବା ଦେଖାଯାଇଥିଲା। ତାଙ୍କ କ୍ଲିନିକ୍ ବାହାରର ଫଟୋ ସୋଶିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି। ଫଟୋରେ ଅନୁଷ୍କା ଶର୍ମା ଟେନସନରେ ଥିବା ନଜର ଆସିଛନ୍ତି ଏବଂ ତାଙ୍କ ମୁହଁରୁ ହସ ମଧ୍ୟ ଗାୟବ ରହିଛି।

   Related Posts