ଅନୁଷ୍କା ଏବଂ ବିରାଟ ଅଷ୍ଟ୍ରେଲିଆରେ ପାଳନ କରୁଛନ୍ତି ନ୍ୟୁ ଇୟର : ଦେଖନ୍ତୁ ଫଟୋ

Published By : Prameya-News7 Bureau | January 01, 2019 IST

ମୁମ୍ବାଇ ୧/୧: ସେଲିବ୍ରିଟିମାନେ ନୂଆ ବର୍ଷ ପାଳନ କରିବା ପାଇଁ ଭିନ୍ନ ଭିନ୍ନ ସ୍ଥାନକୁ ଚାଲି ଗଲେଣି। ଅନୁଷ୍କା ଶର୍ମା ନିଜ ସ୍ବାମୀ ବିରାଟ କୋହଲିଙ୍କ ସହ ଅଷ୍ଟ୍ରେଲିଆରେ ନ୍ୟୁ ଇୟର ପାଳନ କରୁଛନ୍ତି।

wp:gallery {"ids":[69441]} /wp:gallery

ବିରାଟ କୋହଲି ଟ୍ବିଟରରେ ଅନୁଷ୍କା ଶର୍ମାଙ୍କ ସହ ଫଟୋ ସେୟାର କରିଛନ୍ତି। ବିରାଟ ଟ୍ବିଟ କରି ଫଟୋଗୁଡ଼ିକ ସହ ନୂତନ ବର୍ଷର ଅଭିନନ୍ଦନ ଜଣାଇଛନ୍ତି।

wp:gallery {"ids":[69442]} /wp:gallery

ପ୍ରିୟଙ୍କା ଚୋପ୍ରା ନିକ୍ ଜୋନସ୍ ପରିବାର ସହ ସ୍ବିଜରଲ୍ୟାଣ୍ଡରେ ଛୁଟି କାଟୁଛନ୍ତି। ଆଲିୟା ଭଟ୍ଟ ଏବଂ ରଣବୀର କପୁର ଏଥିପାଇଁ ନ୍ୟୁୟର୍କ ପହଞ୍ଚିଯାଇଛନ୍ତି। ଦୀପିକା ପାଦୁକୋଣ ଏବଂ ରଣବୀର ସିଂହ ମଧ୍ୟ ହନିମୁନ ପାଇଁ ଯାଇଛନ୍ତି।

wp:gallery {"ids":[69446]} /wp:gallery

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.