Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୩୪୮୬ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୫୪୧ ଡିସଚାର୍ଜ
  • ||
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଅନୁଷ୍କା ଏବଂ ବିରାଟ ଅଷ୍ଟ୍ରେଲିଆରେ ପାଳନ କରୁଛନ୍ତି ନ୍ୟୁ ଇୟର : ଦେଖନ୍ତୁ ଫଟୋ

1/01/2019 at 4:21 PM

ମୁମ୍ବାଇ ୧/୧: ସେଲିବ୍ରିଟିମାନେ ନୂଆ ବର୍ଷ ପାଳନ କରିବା ପାଇଁ ଭିନ୍ନ ଭିନ୍ନ ସ୍ଥାନକୁ ଚାଲି ଗଲେଣି। ଅନୁଷ୍କା ଶର୍ମା ନିଜ ସ୍ବାମୀ ବିରାଟ କୋହଲିଙ୍କ ସହ ଅଷ୍ଟ୍ରେଲିଆରେ ନ୍ୟୁ ଇୟର ପାଳନ କରୁଛନ୍ତି।

ବିରାଟ କୋହଲି ଟ୍ବିଟରରେ ଅନୁଷ୍କା ଶର୍ମାଙ୍କ ସହ ଫଟୋ ସେୟାର କରିଛନ୍ତି। ବିରାଟ ଟ୍ବିଟ କରି ଫଟୋଗୁଡ଼ିକ ସହ ନୂତନ ବର୍ଷର ଅଭିନନ୍ଦନ ଜଣାଇଛନ୍ତି।

ପ୍ରିୟଙ୍କା ଚୋପ୍ରା ନିକ୍ ଜୋନସ୍ ପରିବାର ସହ ସ୍ବିଜରଲ୍ୟାଣ୍ଡରେ ଛୁଟି କାଟୁଛନ୍ତି। ଆଲିୟା ଭଟ୍ଟ ଏବଂ ରଣବୀର କପୁର ଏଥିପାଇଁ ନ୍ୟୁୟର୍କ ପହଞ୍ଚିଯାଇଛନ୍ତି। ଦୀପିକା ପାଦୁକୋଣ ଏବଂ ରଣବୀର ସିଂହ ମଧ୍ୟ ହନିମୁନ ପାଇଁ ଯାଇଛନ୍ତି।

   Related Posts