Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ଅନୁଗୋଳ ଅବକାରୀ ବିଭାଗକୁ ବଡ଼ ସଫଳତା, ଗଞ୍ଜେଇ, ଦେଶୀ ମଦ ଜବତ ସହ ଦୁଇ ଗିରଫ

2/04/2021 at 9:57 PM

ଅନୁଗୋଳ, ୦୨/୦୪: ଅନୁଗୋଳ ଅବକାରୀ ବିଭାଗକୁ ବଡ଼ ସଫଳତା । ୨୮ କିଲୋଗ୍ରାମ ଗଞ୍ଜେଇ ସହ ୩୦ ଲିଟର ଦେଶୀ ମଦ ଜବତ ହୋଇଛି । ଏଥିସହିତ ପୋଲିସ୍‌ ୧୪୦ଲିଟର ସ୍ପିରିଟ ମଧ୍ୟ ଜବତ କରିଛି । ଏହି ବେଆଇନ୍‌ କାରବାର ସହିତ ଜଡ଼ିତ ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରାଯାଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ ତାଳମୂଳ ଗାଁରେ ଚଢ଼ାଉ କରି ୨୮ କିଲୋ ଗଞ୍ଜେଇ ଜବତ କରିବା ସହ କାରବାର କରୁଥିବା ରମେଶ ଚନ୍ଦ୍ର ନାଥଙ୍କୁ ପୋଲିସ୍‌ ଗିରଫ କରିଛି । ଜବତ ହୋଇଥିବା ଗଂଜେଇର ଆନୁମାନିକ ମୂଲ୍ୟ ଦେଢ଼ଲକ୍ଷ ଟଙ୍କା ହେବ ବୋଲି କହିଛି ଅବକାରୀ ବିଭାଗ ।

ସେହିପରି ଅନୁଗୋଳ ପଞ୍ଚମହଲା ଠାରେ ଚଢ଼ାଉକରି ୧୪୦ ଲିଟର ସ୍ପିରିଟି ସହ ୩୦ଲିଟର ଦେଶୀ ମଦ ଜବତ କରିଛି ପୋଲିସ୍‌ । ଏଥିସହିତ କିଛି ନକଲି ବିଦେଶୀ ମଦକୁ ଜବତ କରିଛି । ଏହି ଘଟଣାରେ ସଂପୃକ୍ତ ସୁଧାକର ମହାନ୍ତିକୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି ବୋଲି ପ୍ରେସ ରିଲିଜ କରି କହିଛି ପୋଲିସ୍‌ ।

   Related Posts