Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବ୍ଲକ୍ କାର୍ଯ୍ୟାଳୟରେ ପସି ଟେଣ୍ଡରଧାରୀଙ୍କ ଡିଡି ଚିରିବା ଘଟଣା, ଯୁବ ନେତା କରୁଣା ସାଗର ଖଟୁଆ ଗିରଫ
  • ||
  • କରଞ୍ଜିଆ : ନିଆଁ ଲାଗି ଫାଟିଗଲା ଗ୍ୟାସ୍ ସିଲିଣ୍ଡର, ଅଳ୍ପକେ ବର୍ତ୍ତିଲା ପୁରା ପରିବାର
  • ||
  • ଟାଙ୍ଗୀ : ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୮ ଜୁଆଡି ଗିରଫ
  • ||
  • ଭୁବନେଶ୍ବର : ୧୯ ଜିଲ୍ଲା ପାଇଁ ବଜ୍ରପାତ ସତର୍କ ସୂଚନା ଜାରି
  • ||
  • ଭୁବନେଶ୍ବର : ଟୋକିଓ ଅଲିମ୍ପିକ୍ସ : ଓଡିଆ ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ପୁରୁଷ ହକି ଦଳର ଉପଅଧିନାୟକ ଦାୟିତ୍ବ
  • ||
  • ଗଞ୍ଜାମ : ଟିକା ପ୍ରମାଣପତ୍ର ଲଗାଇବେ ଦୋକାନୀ, ନଚେତ ଖୋଲିପାରିବେନି ଦୋକାନ
  • ||
  • ଭୁବନେଶ୍ବର : ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ- ରାଜ୍ୟ ନିର୍ବାଚନ କମିଶନ ସଚିବ
  • ||
  • ପୁରୀ : ଯୁବଶିଳ୍ପୀଙ୍କ କମାଲ୍, ଆଇସକ୍ରିମ୍ କାଠିରେ ନିର୍ମାଣ କଲେ ମହାପ୍ରଭୁଙ୍କ ଗଜାନନ ବେଶ
  • ||
  • ତେଲକୋଇ : ଦନ୍ତାହାତୀ ଉପଦ୍ରବ, ଗାଁରେ ପସି ଭାଙ୍ଗିଲା ଘର, ଟେକି ନେଲା ଚାଉଳ ବସ୍ତା
  • ||
  • ଖୋର୍ଦ୍ଧା : ଗୋରୁ ଭର୍ତ୍ତି କଣ୍ଟେନର ଜବତ, ୨୦ରୁ ଅଧିକ ଗୋରୁ ଉଦ୍ଧାର, ଜଣେ ଗିରଫ
  • ||

ଅନୁଗୁଳ କୁଶକିଳା ହତ୍ୟାକାଣ୍ଡ ଘଟଣାର ଫେରାର ଅଭିଯୁକ୍ତ ଗିରଫ

5/01/2019 at 9:38 PM

ଅନୁଗୁଳ ୫/୧: ଅନୁଗୋଳର କୁଖ୍ୟାତ ଅପରାଧୀ ଝସକେତନ ରାଉତ ଗିରଫ। ଝସକେତନକୁ ଦେବଗଡ଼ ଜିଲ୍ଲା ତିଳେଇବଣୀରୁ ଗିରଫ କରିଛି ଅନୁଗୋଳ ଏବଂ ଦେବଗଡ଼ ପୋଲିସ। ସେ ମେ ୧୮ରୁ ଅନୁଗୋଳ କୋର୍ଟରୁ ପୋଲିସକୁ ଚକମା ଦେଖାଇ ଲାଟିନର ଅଜବେଷ୍ଟସ ଭାଙ୍ଗି ଫେରାର ହୋଇଥିଲା। ସେ ୨୦୧୬ ମସିହାରେ କୁସକିଳା ଗାଁର ହିରଣାକ୍ଷ ସାହୁ ଏବଂ ଯୋଗେଶ୍ୱର ସାହୁଙ୍କୁ ମାରି ନିଜ କଦଳୀ ବଗିଚାରେ ୧୦ ଫୁଟ ଗାତ ଖୋଳି ପୋତିଥିଲା। ସେହି ଜାଗାରେ ମଧ୍ୟ କୁକୁରପେଟାର ମାଉସୀ ଏବଂ ପୁତୁରାକୁ ମାରି ଏକା ଢଙ୍ଗରେ ପୋତିଥିଲା। ଜମିଜମା ଓ ସୁଧ କାରବାରକୁ ନେଇ ହତ୍ୟା କରିଥିଲା । ୪ ଜଣଙ୍କୁ ଜୀବନରେ ମାରିଥିବା କେସ୍‌ରେ ସେ ଗିରଫ ହୋଇ ଅନୁଗୋଳ ଜେଲରେ ଥିଲା। ବିଚାର ପାଇଁ ଅନୁଗୋଳ କୋର୍ଟକୁ ଆସିଥିଲା ବେଳେ ସେ ପୋଲିସକୁ ଚକମା ଦେଖାଇ ଫେରାର ହୋଇଥିଲା। ସେହି ଦିନରୁ ପୋଲିସ ତାକୁ ଖୋଜୁଥିଲା। କୋଣସି ସୂତ୍ରରୁ ଖବର ପାଇ ପୋଲିସ ଆଜି ଝସକେତନକୁ ପୁଣି ଥରେ ଧରିବାରେ ସକ୍ଷମ ହୋଇଛି।

   Related Posts