ଓ୍ବାଶିଂଟନରେ ପାକିସ୍ତାନ ବିରୋଧୀ ବିକ୍ଷୋଭ, ଆତଙ୍କବାଦ ପ୍ରସଙ୍ଗରେ ଘେରିଲେ ଭାରତୀୟ ଆମେରିକୀୟ

Published By : Prameya-News7 Bureau | December 09, 2019 IST

ୱାଶିଂଟନ୍ ୦୯।୧୨: ଆମେରିକାର ୱାଶିଂଟନ୍ ଡିସିରେ ପାକିସ୍ତାନ ବିରୋଧୀ ନାରା । ୱାଶିଂଟନ୍ ସ୍ଥିତ ପାକିସ୍ତାନ ଦୂତାବାସ ବାହାରେ ପାକ୍ ବିରୋଧୀ ବିକ୍ଷୋଭ ।ପାକିସ୍ତାନ ଆତଙ୍କବାଦ ବନ୍ଦ କରିବା ସହ ୨୬/୧୧  ମୁମ୍ବାଇ ଆକ୍ରମଣ ଘଟଣାରେ ଦୋଷୀଙ୍କୁ ଦଣ୍ଡ ଦେବାକୁ ଦାବି ହୋଇଛି ।

{"id":195531,"sizeSlug":"large"}

ସୂଚନାଯୋଗ୍ୟ ଯେ, ଦୂତାବାସ ବାହାରେ ଏହି ବିକ୍ଷୋଭରେ ଆମେରିକା କିଛି ବାସିନ୍ଦା ଓ ପ୍ରବାସୀ ଭାରତୀୟମାନେ ସାମିଲ ରହିଥିଲେ । ଆତଙ୍କବାଦକୁ  କିପରି ରୋକା ଯାଇ ପାରିବ ସେନେଇ ସମସ୍ତେ ଜୋରଦାର ପ୍ରତିବାଦ କରିଛନ୍ତି । ଆନ୍ଦୋଳନକାରୀମାନେ ହାତରେ ପ୍ଲାଗ୍ କାର୍ଡ ଧରି ପାକିସ୍ତାନ ବିରୋଧୀ ନାରା ଦେବା ସହ ପୁରା ବିଶ୍ବରୁ ଆତଙ୍କବାଦ ମୂଳପୋଚ୍ଛ କରିବା ପାଇଁ ଆହ୍ବାନ ଦେଇଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.