Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର : ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୫୮୦ କୋଭିଡ୍ ପଜିଟିଭ୍
  • ||
  • ଦେବୀ ଓ ମହାନଦୀରେ ବଢୁଛି ଜଳସ୍ତର, ଜଗତସିଂହପୁରରେ ବନ୍ୟା ସ୍ଥିତି
  • ||
  • ୧୮ରୁ ଲଘୁଚାପ, ୧୦ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ପୁରୀରୁ ଫେରିବା ବେଳେ ଓଲଟିଲା ବୋଲେରୋ, ୧୩ ଯାତ୍ରୀ ଆହତ
  • ||
  • ପୋଲ ଭାଙ୍ଗି ଗାଁରେ ପଶିଲା ପାଣି, ପଟ୍ଟାମୁଣ୍ଡାଇ ଅମୃତମଣୋହୀ ଛକରେ ଘାଇ
  • ||
  • ଗୁଣ୍ଡେରପୁର ବ୍ରିଜ୍ ଉପରେ ୩ ଫୁଟ୍ ପାଣି, ସମ୍ବଲପୁର-ସୋନପୁର ବିଛିନ୍ନ
  • ||

କାନ୍ଥରେ ମାଓ ବିରୋଧୀ ପୋଷ୍ଟର

20/05/2018 at 6:58 AM

ମାଓବାଦୀ ବିରୋଧରେ ଲାଗିଛି ପୋଷ୍ଟର, ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଉଚ୍ଚବିଦ୍ୟାଳୟ ଓ ଜଗନ୍ନାଥ ମନ୍ଦିର କାନ୍ଥରେ ୪ ଟି ପୋଷ୍ଟର ଲଗାଯାଇଛି, ପୋଷ୍ଟର ତଳେ ରାୟଗଡ଼ା ରାୟଗଡ଼ା ଆଦିବାସୀ ଏକତା ସମିତି ବୋଲି ଦର୍ଷା ଯାଇଛି। ପୋଷ୍ଟର ରେ ଉଲ୍ଲେଖ ରହିଛି କି ନିୟମଗିରି ଆଦିବାସୀ ଦଳିତ, ମହିଳା ଓ ଯୁବକ ମାନଙ୍କୁ ନିଜର ରକ୍ତମୁଖା ର ଶିକାର କରନ୍ତୁ ନହିଁ, ନିୟମଗିରିରେ ଲୋକ ଯିବା ଆସିବା ରାସ୍ତାରେ ବୋମା ଓ ଲାଣ୍ଡ ମାଇଁନ୍ ଖଞ୍ଜନ୍ତୁ ନାହିଁ, ପ୍ରାଣ ଭୟ ସୃଷ୍ଟି ପାଇଁ ପ୍ରଜା କୋର୍ଟ, ବେଦାନ୍ତ ଦଲାଲ୍ ନରେ ଆଦିବାସୀଙ୍କୁ ହତ୍ୟା ଓ ଗାଁ ଛାଡ଼ିବାକୁ ନିର୍ଦ୍ଧେଶ ନରେ ଅନ୍ୟାୟ କରନ୍ତୁ ନାହିଁ, ବୋଲି ଉଲ୍ଲେଖ ରହିଛି।

Leave a Reply

   Related Posts