କାନ୍ଥରେ ମାଓ ବିରୋଧୀ ପୋଷ୍ଟର

Published By : Prameya-News7 Bureau | May 20, 2018 IST

ମାଓବାଦୀ ବିରୋଧରେ ଲାଗିଛି ପୋଷ୍ଟର, ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଉଚ୍ଚବିଦ୍ୟାଳୟ ଓ ଜଗନ୍ନାଥ ମନ୍ଦିର କାନ୍ଥରେ ୪ ଟି ପୋଷ୍ଟର ଲଗାଯାଇଛି, ପୋଷ୍ଟର ତଳେ ରାୟଗଡ଼ା ରାୟଗଡ଼ା ଆଦିବାସୀ ଏକତା ସମିତି ବୋଲି ଦର୍ଷା ଯାଇଛି। ପୋଷ୍ଟର ରେ ଉଲ୍ଲେଖ ରହିଛି କି ନିୟମଗିରି ଆଦିବାସୀ ଦଳିତ, ମହିଳା ଓ ଯୁବକ ମାନଙ୍କୁ ନିଜର ରକ୍ତମୁଖା ର ଶିକାର କରନ୍ତୁ ନହିଁ, ନିୟମଗିରିରେ ଲୋକ ଯିବା ଆସିବା ରାସ୍ତାରେ ବୋମା ଓ ଲାଣ୍ଡ ମାଇଁନ୍ ଖଞ୍ଜନ୍ତୁ ନାହିଁ, ପ୍ରାଣ ଭୟ ସୃଷ୍ଟି ପାଇଁ ପ୍ରଜା କୋର୍ଟ, ବେଦାନ୍ତ ଦଲାଲ୍ ନରେ ଆଦିବାସୀଙ୍କୁ ହତ୍ୟା ଓ ଗାଁ ଛାଡ଼ିବାକୁ ନିର୍ଦ୍ଧେଶ ନରେ ଅନ୍ୟାୟ କରନ୍ତୁ ନାହିଁ, ବୋଲି ଉଲ୍ଲେଖ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.