ଯାଜପୁରରେ ପୁଣି ଜଣେ କରୋନା ସଂକ୍ରମିିତ ଚିହ୍ନଟ, ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୮୦କୁ ବୃଦ୍ଧି

Published By : Prameya-News7 Bureau | May 06, 2020 IST

ଯାଜପୁର୬/୫: ଯାଜପୁରରେ ପୁଣି ଏକ କୋଭିଡ-୧୯ ପଜିଟିଭ୍  ଚିହ୍ନଟ ହୋଇଛି। ଏହି ସଂକ୍ରମିତଙ୍କୁ ମିଶାଇ ଯାଜପୁରରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୫୫ କୁ ବୃଦ୍ଧି। ସେହିପରି ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୦କୁ ବୃଦ୍ଧି ହୋଇଛି। ସେହିପରି ବୁଧବାର ମଧ୍ୟାହ୍ନ ସମୟରେ ରାଜ୍ୟରେ ୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେହି ସଂକ୍ରମିତମାନେ ହେଲେ ବାଲେଶ୍ବର ଓ ଯାଜପୁରରେ ବୋଲି ଜଣାପଡିଛି। ଏମାନଙ୍କ ସମସ୍ତଙ୍କର କୋଲକାତା ଲିଙ୍କ୍ ଅଛି ବୋଲି ଜଣାପଡିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.