Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||
  • ଚିନ୍ତା ବଢାଇଲାଣି କରୋନାର ୨ୟ ଲହର : ଆଜି PM-CM ଆଲୋଚନା, କୋଭିଡ -19 ର ସ୍ଥିତି ଏବଂ ଟିକା ବିତରଣ ନେଇ ସମୀକ୍ଷା
  • ||
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||

ନସ୍‌ରିନ୍‌ ପରେ ଆଉ ଜଣେ , ବନ୍ଧା ହେଲେ ଗ୍ୟାଙ୍ଗଷ୍ଟାର ସକିଲର ବାନ୍ଧବୀ

3/01/2020 at 3:36 PM

କଟକ ୦୩।୦୧: ପୋଲିସ କବ୍‌ଜାରେ ସକିଲ୍‌ର ଆଉଜଣେ ବାନ୍ଧବୀ । ଦାଦାବଟି ଆଦାୟରେ  ସମ୍ପୃକ୍ତି ଥିବା ଅଭିଯୋଗରେ ସକିଲ୍‌ର ବାନ୍ଧବୀକୁ ଗିରଫ କରିଥିବା ସୂଚନା ମିଳିଛି । କଟକ ସ୍ପେଶାଲ ସ୍କ୍ବାର୍ଡ ସକିଲର ଏହି ୨ୟ ବାନ୍ଧବୀକୁ ଗିରଫ କରିଥିବା ଜଣାଯାଇଛି । ସେହପରି ଗତ ୧ତାରିଖ ଦିନ କଟକ ଚୌଦ୍ୱାର ନିକଟରେ ସ୍ପେଶାଲ ସ୍କ୍ୱାଡ୍ ଚଢାଉ କରି ପ୍ରଥମେ ସକିଲର ଜଣେ ବନ୍ଧବୀ ନସରିନ ଖାନ୍‌ କୁ ଗିରଫ କରିଥିଲା । ସହରରେ ବେଆଇନ୍ ବନ୍ଧୁକ କାରବାର, ଦାଦା ବଟି ଆଦାୟରେ ସମ୍ପୃକ୍ତି ଥିବା ଅଭିଯୋଗରେ ନସ୍‌ରିନ୍‌କୁ ଗିରଫ କରାଯାଇଥିଲା । ଗ୍ୟାଙ୍ଗଷ୍ଟର ସକିଲ୍‌ର ଇସାରାରେ ସହରରେ ଅପରାଧିକ ବାତାବରଣ ତିଆରି କରିବା ପାଇଁ ଅସାମାଜିକ ଯୁବକ ମାନଙ୍କୁ ନିୟୋଜିତ କରିବା ସହ ସେମାନଙ୍କୁ କଣ୍ଟ୍ରୋଲ ବି କରୁଥିଲା ଆଇନ ଛାତ୍ରୀ ନସରୀନ୍ ଖାନ୍। ଏବେ ଆଉଜଣେ ବାନ୍ଧବୀକୁ ଗିରଫ କରିଛି ପୋଲିସ

   Related Posts