ଭୁବନେଶ୍ବର ୦୫/୧୧ : ରାଜ୍ୟରେ ସୁସ୍ଥ ହାର ଲଗାତାର ଭାବେ ବୃଦ୍ଧିପାଇବାରେ ଲାଗିଛି । ଏହି କ୍ରମରେ ଶୁକ୍ରବାର ସୁସ୍ଥ ହୋଇଛନ୍ତି ଆଉ ୫୩୬ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ଓଡିଶାରେ ଏ ଯାଏଁ ମୋଟ ୧୦ ଲକ୍ଷ ୩୧ ହଜାର ୪୨୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୯୦ ଜଣ ରହିଛନ୍ତି ।
wp:embed {"url":"https://twitter.com/HFWOdisha/status/1456600469862707203","type":"rich","providerNameSlug":"twitter","responsive":true} /wp:embedକନୌଜ୍ରୁ ଅଖିଳେଶ ହୋଇପାରନ୍ତି ପ୍ରାର୍ଥୀ, ତେଜପ୍ରତାପ...