Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||

ହାରୁଛି କରୋନା, ଜିତୁଛି ଓଡ଼ିଶା: ରାଜ୍ୟରେ ଆଉ ୪୫୮ ସଂକ୍ରମିତ ସୁସ୍ଥ ହୋଇ ଫେରିଲେ

10/12/2020 at 8:12 PM

ଭୁବନେଶ୍ବର ୧୦/୧୨: କମୁଛି କରୋନା ଗ୍ରାଫ୍‌। ସଂକ୍ରମଣ କମୁଛି, ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଛି। ରାଜ୍ୟରେ ଗୁରୁବାର ଆଉ ୪୫୮ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଫେରିଛନ୍ତି। ଏହା ସହ ରାଜ୍ୟରେ ମୋଟ ୩୧୭୮୭୦ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍‌ କରି ସୂଚନା ଦେଇଛି।

ଗୁରୁବାର ଅନୁଗୁଳରୁ ସର୍ବାଧିକ ୪୮ ଜଣ ସୁସ୍ଥ ହୋଇଛନ୍ତି। ଅନୁଗଳ ବ୍ୟତୀତ ବଲାଙ୍ଗୀର ୪୪, ଖୋର୍ଦ୍ଧା ୪୧, ସୁନ୍ଦରଗଡ଼ ୩୭, ମୟୂରଭଞ୍ଜ ୩୫, କଟକ ୨୪, ନୂଆପଡ଼ା ୨୪, ଜଗତସିଂହପୁର ୨୨, ଯାଜପୁର ୧୯, ପୁରୀ ୧୯ ଓ ବାଲେଶ୍ବରରୁ ୧୪ ଜଣ ସୁସ୍ଥ ହୋଇ ଫେରିଛନ୍ତି।

ଏହା ସହ କେନ୍ଦୁଝର ୧୪, ସମ୍ବଲପୁର ୧୪, କେନ୍ଦ୍ରାପଡ଼ା ୧୨, କୋରାପୁଟ ୧୧, କଳାହାଣ୍ଡି ୮, ମାଲକାନଗିରି ୮,  ଭଦ୍ରକ ୭, ଦେବଗଡ଼ ୭, ନବରଙ୍ଗପୁର ୭, ନୟାଗଡ଼ ୭, ଗଞ୍ଜାମ ୬, ଝାରସଚଗୁଡ଼ା ୬, ଢ଼େଙ୍କାନାଳ ୫, ବରଗଡ଼ ୩, ବୌଦ୍ଧ ୨, ରାୟଗଡ଼ା ୨, ସୁବର୍ଣ୍ଣପୁର ୨, କନ୍ଧମାଳ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି।

   Related Posts