ଜୟପୁରରେ ଗୁଳିମାଡ଼ ଅଭିଯୋଗରେ ଆଉ ୩ ଜଣ ଗିରଫ
18/10/2018 at 5:59 PM

ଜୟପୁର;୧୮/୧୦-ଜୟପୁର ସହରରେ ଗୁଳିମାଡ଼ ଅଭିଯୋଗରେ ଆଉ ୩ଜଣଂକୁ ଗିରଫ କଲା ପୋଲିସ ।ଗିରଫ ଅଭିଯୁକ୍ତ ହେଲେ ପୂଣ୍ନଚଂଦ୍ର ନାୟକ ,ସନ୍ତୋଷ ନାୟକ ,ସୁରେଶ ନାୟକ ।ପୂର୍ବରୁ ଏଇ ଘଟନାରେ ୩ଜଣ ଅଭିଯୁକ୍ତ ଗିରଫ ହୋଇସାରିଥିଲେ ।ଏବେ ବି ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇନାହିଁ ।ସୂଚନାଯୋଗ୍ୟ-ପୂର୍ବମାସ ୨୫ ତାରିଖରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଗୁଳିକାଣ୍ଡ ଘଟିଥଲା ।