Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଆଜିଠାରୁ ଅନଶନରେ ବରିଷ୍ଠ ସମାଜସେବୀ ଆନ୍ନା ହଜାରେ

30/01/2019 at 9:18 AM

ନୂଆଦିଲ୍ଲୀ ୩୦|୧:  ଆଜିଠାରୁ ଅନଶନରେ ବରିଷ୍ଠ ସମାଜସେବୀ ଆନ୍ନା ହଜାରେ । ପୁଣି ଥରେ ଲୋକପାଳ ଓ ଲୋକାୟୁକ୍ତ ନିଯୁକ୍ତି ଦାବିରେ ସେ ଅନଶନରେ ବସିବେ ।  ମୋଦି ସରକାର କେନ୍ଦ୍ରରେ ଲୋକପାଳ ନିଯୁକ୍ତି ପ୍ରକ୍ରିୟାକୁ ଗଡ଼ାଇ ଗଡ଼ାଇ ଚାଲିଥିବାରୁ ଏହାର ପ୍ରତିବାଦରେ, ମହାରାଷ୍ଟ୍ରରେ ପୈତୃକ ଗାଁ ରାଲେଗାଁ ସିଦ୍ଧିରେ ଆଜି ସକାଳ ୧୦ଟାରୁ ଅନଶନରେ ବସିବେ । ତାଙ୍କ ଅନଶନ କୌଣସି ବ୍ୟକ୍ତି, ପକ୍ଷ କିମ୍ବା ଦଳ ବିରୋଧୀ ନୁହେଁ । ସମାଜ ଓ ଦେଶର ମଙ୍ଗଳ କାମନା କରି ସେ ଅନଶନରେ କରୁଥିବା ଆନ୍ନା କହିଛନ୍ତି ।

   Related Posts