Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଅଙ୍କିତାଙ୍କ ସହ ୬ ବର୍ଷ ଧରି ରିଲେସନସିପରେ ଥିଲେ ସୁଶାନ୍ତ, ଟିଭିରେ କରିଥିଲେ ପ୍ରପୋଜ, କିନ୍ତୁ…

14/06/2020 at 4:38 PM

ମୁମ୍ବାଇ , ୧୪|୦୬ :  ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଛନ୍ତି । ଏହି ଖବର ସମସ୍ତଙ୍କୁ ଚକିତ କରିଛି । ସୁଶାନ୍ତ ବଲିଉଡ୍ ଇଣ୍ଡଷ୍ଟ୍ରିରେ ଖୁବ୍ ପ୍ରସିଦ୍ଧି ଅର୍ଜନ କରିଥିଲେ । ତାଙ୍କ ଅଭିନୀତ ଫିଲ୍ମକୁ ମଧ୍ୟ ଭଲ ରେସପନ୍ସ ମିଳୁଥିଲା । ବ୍ୟକିଗତ ଜୀବନରେ ସେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ସହ ଦୀର୍ଘ ଦିନ ଧରି ରିଲେସନସିପରେ ରହିଥିଲେ ।

ସୁଶାନ୍ତ ଅଙ୍କିତାଙ୍କୁ ନ୍ୟାଶନାଲ ଟିଭିରେ ପ୍ରପୋଜ କରିଥିଲେ । ୬ ବର୍ଷ ଧରି ଉଭୟଙ୍କ ମଧ୍ୟରେ ସବୁକିଛି ଠିକଠାକ୍ ଥିଲା । ପରେ ସେମାନଙ୍କ ସମ୍ପର୍କରେ କଳା ବାଦଲ ଘୋଟି ଆସିଥିଲା । ହଠାତ ଉଭୟ ଅଲଗା ହୋଇଯାଇଥିଲେ ।

ଉଭୟ ଅଲଗା ହେବା ଖବର ଫ୍ୟାନମାନଙ୍କୁ କଷ୍ଟ ଦେଇଥିଲା । ଏହି ବ୍ରେକଅପ୍ ଖବର ସମସ୍ତଙ୍କୁ ଚକିତ କରିଥିଲା କାରଣ କେହି ଏପରି ହେବ ବୋଲି କେବେ ଭାବି ନଥିଲେ । କେଉଁ କାରଣରୁ ଉଭୟେ ଅଲଗା ହୋଇଥିଲେ ତାହା ସ୍ପଷ୍ଟ ହୋଇନାହିଁ । ଉଭୟ ଏକତା କପୁରଙ୍କ ପବିତ୍ର ରିସ୍ତା ସିରିଏଲରେ ମାନବ ଓ ଅର୍ଚନା ଭାବେ ଅଭିନୟ କରିଥିଲେ ।  

ଉଭୟଙ୍କ କେମିଷ୍ଟ୍ରୀ ସମସ୍ତଙ୍କୁ ପସନ୍ଦ ଆସିଥିଲା । ଏହି ସୋ ଜରିଆରେ ଉଭୟ ନିକଟତର ହେବା ସହ ପ୍ରେମ ସମ୍ପର୍କ ମଧ୍ୟଗଢି ଉଥିଠିଲା । ଉଭୟ ୬ ବର୍ଷ ପରେ ଅଲଗା ହୋଇଯାଇଥିଲେ ଏବଂ ନିଜ ନିଜ ଜୀବନରେ ବ୍ୟସ୍ତ ରହିଥିଲେ ।

   Related Posts