ଆଉ ନାହାଁନ୍ତି ଓଲିଉଡର ମା ; ଆରପାରିରେ ବିଶିଷ୍ଟ ଅଭିନେତ୍ରୀ ଅନୀତା ଦାସ

Published By : Prameya-News7 Bureau | May 11, 2018 IST

ଆଉ ନାହାଁନ୍ତି ଓଲିଉଡର ମା... ମାତ୍ର ୫୭ ବର୍ଷରେ ହୃଦଘାତରେ ଚାଲିଗଲେ ବିଶିଷ୍ଟ ଅଭିନେତ୍ରୀ ଅନୀତା ଦାସ ...ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା...ଶହେରୁ ଅଧିକ ଫିଲ୍ମରେ ଅଭିନୟ କରି ଜିଣିଛନ୍ତି ଦର୍ଶକଙ୍କ ହୃଦୟ...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.