Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କୁ ଭେଟିଲେ ଅନୀଲ କୁମାର ଚୌଧୁରୀ

16/04/2018 at 9:57 AM

ଦିଲ୍ଲୀରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କୁ ଭେଟିଲେ ଅନୀଲ କୁମାର ଚୌଧୁରୀ
ନବ ନିର୍ବାଚିତ ଏଆଇସିସି ସମ୍ପାଦକ ଅନୀଲ କୁମାର ଚୌଧୁରୀ
ପ୍ରଭାରୀଙ୍କୁ ଭେଟିବା ପରେ ଅନୀଲଙ୍କ ପ୍ରତିକ୍ରିୟା
ମୋତେ ଯାହା ଦାୟିତ୍ବ ଦିଆଯଇଛି, ତାହା ସୂଚାରୁ ରୂପେ ତୁଲାଇବି
ତୃଣମୂଳ ସ୍ତରରୁ ଯୁବକମାନଙ୍କୁ ସଙ୍ଗଠିତ କରିବି
ଏଆଇସିସି ସମ୍ପାଦକ ଶୁଭଙ୍କର ସରକାର ଦାୟିତ୍ବରୁ ହଟିବା ପରେ ୪ ନେତାଙ୍କୁ ମିଳିଛି ଓଡିଶା କଂଗ୍ରେସ ଦାୟିତ୍ବ

Leave a Reply

   Related Posts