ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କୁ ଭେଟିଲେ ଅନୀଲ କୁମାର ଚୌଧୁରୀ

Published By : Prameya-News7 Bureau | April 16, 2018 IST

ଦିଲ୍ଲୀରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କୁ ଭେଟିଲେ ଅନୀଲ କୁମାର ଚୌଧୁରୀ ନବ ନିର୍ବାଚିତ ଏଆଇସିସି ସମ୍ପାଦକ ଅନୀଲ କୁମାର ଚୌଧୁରୀ ପ୍ରଭାରୀଙ୍କୁ ଭେଟିବା ପରେ ଅନୀଲଙ୍କ ପ୍ରତିକ୍ରିୟା ମୋତେ ଯାହା ଦାୟିତ୍ବ ଦିଆଯଇଛି, ତାହା ସୂଚାରୁ ରୂପେ ତୁଲାଇବି ତୃଣମୂଳ ସ୍ତରରୁ ଯୁବକମାନଙ୍କୁ ସଙ୍ଗଠିତ କରିବି ଏଆଇସିସି ସମ୍ପାଦକ ଶୁଭଙ୍କର ସରକାର ଦାୟିତ୍ବରୁ ହଟିବା ପରେ ୪ ନେତାଙ୍କୁ ମିଳିଛି ଓଡିଶା କଂଗ୍ରେସ ଦାୟିତ୍ବ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.