Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

କୋଇଲା ଖଣିରେ ମାଟି ଅତଡା ଧସିବା ଘଟଣା : ୩ୟ ଦିନରେ ରେସକ୍ୟୁ ଅପରେସନ ଜାରି

26/07/2019 at 8:11 AM

ଅନୁଗୋଳ ୨୬|୭: ତାଳଚେର ଭରତପୁର କୋଇଲା ଖଣିରେ ମାଟି ଅତଡା ଧସିବା ଘଟଣାରେ ୩ୟ ଦିନରେ ମଧ୍ୟ ରେସକ୍ୟୁ ଅପରେସନ ଜାରି ରହିଛି । ଗତକାଲି ଅପରାହ୍ନରେ ବର୍ଷା ଯୋଗୁଁ ରେସକ୍ୟୁ ଅପରେସନ ୪ ଘଣ୍ଟା ବନ୍ଦ ରହିଥିଲା । ଆଜି ପୁଣି ଥରେ ରେସକ୍ୟୁ ଅପରେସନ ଆରମ୍ଭ ହୋଇଛି। ବର୍ଷା ପୁଣି ରେସକ୍ୟୁ ଅପରେସନରେ ବାଧକ ସାଜିପାରେ।

ସେପଟେ ତାଳଚେର ବିଧାୟକ ବର୍ଷା ସତ୍ତ୍ବେ ଘଟଣାସ୍ଥଳରେ ରହି ସହଯୋଗ କରୁଛନ୍ତି । ତାଙ୍କ କହିବା କଥା ପ୍ରଥମେ ମାଟି ତଳେ ଦବି ରହିଥବା ୩ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଉ ଏବଂ ଘଟଣାର ତଦନ୍ତ ହେଉ।

ସେପଟେ ବିଜେପି କର୍ମି ତାଳଚେରର ସମସ୍ତ ଖଣିର ସୁରକ୍ଷା ଯାଞ୍ଚ ଦାବି ନେଇ କୋଇଲା ଖଣି ବନ୍ଦ କରିଛନ୍ତି। ଫଳରେ ଖଣିରୁ ଉତ୍ପାଦନ ଏବଂ ପରିବହନ ବନ୍ଦ ରହିଛି ।

ଅନ୍ୟପଟେ କଂଗ୍ରେସ ମଧ୍ୟ ରାଜରାସ୍ତାକୁ ଓହ୍ଲାଇଛି। ଅନୁଗୋଳ ଜିଲ୍ଲାପାଳଙ୍କ ଅଫିସ ଆଗରେ ସମାନ ଦାବି ନେଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତାଳଚେର ଲୋକଙ୍କ ଦାବି ଉତ୍ପାଦନ ଟାର୍ଗେଟ ନାଁରେ ଶ୍ରମିକଙ୍କୁ ଖଣିରେ ବଳି ନ ପକାଯାଉ । ନିଜେ ସିଏମଡି ତାଳଚେର ନ ଆସିବା ଅତି ଦୁଃଖଦାୟକ ବୋଲି କହିଛନ୍ତି।

   Related Posts