ଶିଶୁ ସୁରକ୍ଷା ଅଧିକାରୀଙ୍କ ଘରୁ ନାବାଳିକା ଉଦ୍ଧାର
18/06/2018 at 5:41 AM

ଶିଶୁ ସୁରକ୍ଷା ଅଧିକାରୀଙ୍କ ଘରୁ ନାବାଳିକା ଉଦ୍ଧାର । ଅନୁଗୋଳ ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ନାୟକଙ୍କ ଭୁବନେଶ୍ବର ରେଲୱେ ଷ୍ଟେସନ ନିକଟ ଘରୁ ଉଦ୍ଧାର ହୋଇଛନ୍ତି ନାବାଳିକା । ଲକ୍ଷ୍ମୀସାଗର ପୋଲିସ ଓ ଭୁବନେଶ୍ବର ଚାଇଲ୍ଡ ଲାଇନ ମିଳିତ ଭାବେ ଚଢାଉ କରିଥିଲେ । ଗତ ୮ ମାସ ଧରି ଅନୁରାଧା ନାୟକଙ୍କ ଘରେ କାମ କରୁଥିଲେ ନାବାଳିକା ।