Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଢେଙ୍କାନାଳରେ ଅଙ୍ଗନବାଡି ଦିଦିଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ ଅଭିଯୋଗ

11/09/2018 at 9:03 AM

ଢେଙ୍କାନାଳ ୧୧|୯: ଅଙ୍ଗନବାଡି ଦିଦିଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ । ଢେଙ୍କାନାଳ ଗଁଦିଆ ଥାନା କାଲୁରିଆ ଗାଁରେ ଅଙ୍ଗନବାଡି ଦିଦିଙ୍କୁ ଗଣଦୁଷ୍କର୍ମ ହେ।ଇଥିବା ଅଭିଯେ।ଗ ଆସିଛି । ଏନେଇ ଗଁଦିଆ ଥାନାରେ ଅଭିଯୋଗ ହେ।ଇଛି । ଗତକାଲି ରାତିରେ ଭାଇଙ୍କ ସହ ଘରକୁ ଫେରୁଥିବା ବେଳେ ଟେକି ନେଇ ଦୁଷ୍କର୍ମ ହେ।ଇଥିବା ଅଭିଯେ।ଗ ହେ।ଇଛି । ତାଙ୍କ ଭାଇଙ୍କୂ ମାଡ ମାରି ଅପହରଣ କରି ନେଇଥିଲେ ଦୁର୍ବୃତ୍ତ । ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ଗଁଦିଆ ପୋଲିସ । ୩ ଗିରଫ ହେଲେ ଆତିନ୍ଦା ଗାଁର ଅନନ୍ତ ଦାସ, ଗେ।ବିନ୍ଦ ପ୍ରଧାନ ଓ ଜେ।ରନ୍ଦାର ଗାଁର ଲକ୍ଷ୍ମୀଧର ବିଶ୍ବାଳ ।

   Related Posts