Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଅଙ୍ଗନବାଡି ଦିଦିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ; ହତ୍ୟା ସନ୍ଦେହ

5/08/2018 at 9:22 AM

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ କଦଳୀବଣ ଗାଁରେ ଅଙ୍ଗନବାଡି ଦିଦିଙ୍କୁ ହତ୍ୟା ଅଭିଯୋଗ | ଗାଁ ନିକଟ ବାଉଁଶ ଗଛରୁ ମିଳିଲା ଝୁଲନ୍ତା ମୃତଦେହ | ମୃତକ ଜଣକ ହେଲେ ସଞ୍ଜୁକ୍ତା ବେହେରା | ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆସିଛି | ପୋଲିସ ମୃତଦେହ ଜବତ କରି ତଦନ୍ତ କରୁଛି | ସୂଚନାଯୋଗ୍ୟ ଯେ, ଉକ୍ତ ମହିଳା ପ୍ରାୟ ୮ ବର୍ଷ ହେବ ଅଙ୍ଗନବାଡି ଦିଦି ଭାବେ କାର୍ଯ୍ୟ କରିଆସୁଥିଲେ | ଗତକାଲି ରାତିରେ ସେ ନିଖୋଜ ଥିଲେ | ସକାଳେ ଘର ଲୋକ ଘରର ଆସବାବପତ୍ର ଭଙ୍ଗାରୁଜା ହୋଇ ଏଣେ ତେଣେ ପଡିଥିବାର ଦେଖିବାକୁ ପାଇଥିଲେ | ଗାଁ ନିକଟ ବାଉଁଶ ଗଛରୁ ସଂଯୁକ୍ତଙ୍କ ମୃତଦେହ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ | ଏନେଇ ପରିବାର ପକ୍ଷରୁ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି | ତେବେ ପୋଲିସ ଘଟଣାର ତଦନ୍ତ କରୁଛି |

   Related Posts