୩ ବର୍ଷର ଆଦିବାସୀ ଶିଶୁକୁ ଅଙ୍ଗନୱାଡି ଦିଦିଙ୍କ ମାଡ
Published By : Prameya-News7 Bureau | May 11, 2018 IST
ତେଲକେ।ଇ ଭାଲୁଦରି ଅଙ୍ଗନୱାଡି କେନ୍ଦ୍ରର ଦିଦି ଜଣେ ଶିଶୁକୁ ମାଡ ମାରିଥିବା ଅଭିଯେ।ଗ ହେ।ଇଛି । ଗତକାଲି ଶିଶୁଟି ଅଙ୍ଗନୱାଡି ଯାଇଥିଲା । ଶିଶୁକୁ ଦିଦି ଡାକି କିଛି ପ୍ରଶ୍ନ ପଚାରିବା ସହ ବାଡିରେ ପିଟିଥିଲେ । ଏନେଇ ଥାନାରେ ଅଭିଯେ।ଗ କରିଛନ୍ତି ଶିଶୁର ପରିବାର ଲେ।କେ । ତେବେ ବ୍ୟକ୍ତିଗତ ରାଗ ରଖି ଶିଶୁକୁ ମାରିଥିବା ଅଭିଯେ।ଗ ହେ।ଇଛି । ୮ ବର୍ଷ ତଳେ ନଳକୂଅରୁ ପାଣି ନେବାକୁ ନେଇ ଉଭୟଙ୍କ ପରିବାର ମଧ୍ୟରେ ବଚସା ହୋଇଥିଲା । ଯାହା ଥାନାରେ ଏତଲା ମଧ୍ୟ ହେ।ଇଥିଲା । ଯାହାକୁ ନେଇ ଶିଶୁକୁ ଅଙ୍ଗନବାଡି ଦିଦି ମାଡ ମାରିଥିବା ଅଭିଯେ।ଗ ହେ।ଇଛି । ତେଲକୋଇ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ...