Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ବିବାହ ପ୍ରସ୍ତାବରେ ରାଜି ହେଲାନି ଯୁବତୀ, ତଣ୍ଟିକାଟି ମାରିଦେଲା ଏକ ତରଫା ହତାଶ ପ୍ରେମିକ: ଦେଖଣାହାରୀ ଟାଙ୍କେ ଛେଚି ପୋଲିସ ହାତରେ ମେଡିକାଲ ପଠାଇଦେଲେ

19/06/2021 at 3:48 PM

ଆନ୍ଧ୍ରପ୍ରଦେଶ ୧୯/୦୬: ଆନ୍ଧ୍ରପ୍ରଦେଶର କଡପା ଜିଲ୍ଲାର ଜଣେ ୨୧ ବର୍ଷ ବୟସ୍କ ବ୍ୟକ୍ତି ଏକ ଝିଅର ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ବ୍ୟକ୍ତିଟିର ପ୍ରେମ ପ୍ରସ୍ତାବକୁ ଝିଅଟି ପ୍ରତ୍ୟାଖ୍ୟାନ କରିବାରୁ ଏଭଳି କାଣ୍ଡ ଭିଆଇଛି । ଏହି ଘଟଣାଟି ଚିନ୍ତଲା ଚେରୁଭୁ ଗାଁର ବୋଲି ଜଣାପଡିଛି। ବଡଭେଲ ଗ୍ରାମୀଣ ପୋଲିସ ଷ୍ଟେସନର ସବ-ଇନ୍ସପେକ୍ଟର ଚନ୍ଦ୍ରଶେଖର ଅଭିଯୁକ୍ତର ନାମ ଚରଣ ବୋଲି କହିଛନ୍ତି ।

ଚନ୍ଦ୍ରଶେଖର କହିଛନ୍ତି, ଚରଣ ଦୀର୍ଘ ସମୟ ଧରି ଝିଅଟିକୁ ଏକ ତରଫା ପ୍ରେମ କରୁଥିଲା ଏବଂ ତାର ପଛରେ ପଡିଥିଲା । ତେବେ ଝିଅଟି ତାର ପ୍ରସ୍ତାବକୁ ମନା କରିଦେବାରୁ ଶୁକ୍ରବାର ଦିନ ଚରଣ ଝିଅଟିର ପିଛା କରି ତାର ଗଳା କାଟି ଦେଇଥିଲା । ଏହି ଘଟଣାରେ ଗ୍ରାମବାସୀମାନେ ଚରଣକୁ ନିଧୁମ ମାଡ ମାରିବା ପରେ ତାକୁ ବଡଭେଲ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ କହିଛନ୍ତି, ପୀଡିତାଙ୍କ ସମ୍ପର୍କୀୟଙ୍କ ସମେତ ଗ୍ରାମବାସୀ ଅଭିଯୁକ୍ତକୁ ମାଡ ମାରିଥିଲେ ।

   Related Posts