ଅଟୋ ରିକ୍ସା-ମିନି ଟ୍ରକ ମୁହାଁମୁହିଁ ଧକ୍କା, ୬ ମୃତ
10/02/2020 at 11:49 AM

ଗୁଣ୍ଟୁର ୧୦।୦୨: ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲା ଫିରଙ୍ଗପୁରମ୍ ମଣ୍ଡଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ସୂଚନାଯୋଗ୍ୟ ଯେ, ସୋମବାର ଦିନ ରିପୁଡି ଗାଁ ନିକଟରେ ଭୟାନକ ସଡକ ଦୁର୍ଘଟଣା ଘଟିଛି । ଏକ ଅଟୋ ରିକ୍ସା ଓ ମିନି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ ।
Related Posts
ହ୍ୱାଟ୍ସଆପ୍ର ନୂଆ ପଲିସିକୁ ବିରୋଧ, କମ୍ପାନୀ ନେଲା ଏପରି ନିଷ୍ପତ୍ତି
16 January 2021
ଆଇସକ୍ରିମ୍ରେ ବ୍ୟାପୁଛି କରୋନା ! ସାମ୍ପଲ୍ରେ ମିଳିଲା କୋଭିଡ୍-୧୯ ଭାଇରସ୍
16 January 2021