Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଆନ୍ଧ୍ର-ଓଡିଶା ସୀମାରେ ଉତ୍ତେଜନା, ଓଡିଶା ସରପଞ୍ଚଙ୍କୁ ଆନ୍ଧ୍ର ଗୁଣ୍ଡାଙ୍କ ଆକ୍ରମଣ

13/11/2020 at 2:07 PM

ଜୟପୁର ୧୩।୧୧: ଆନ୍ଧ୍ର-ଓଡିଶା ସୀମାରେ ଉତ୍ତେଜନା । ପଟ୍ଟାଙ୍ଗୀ ନିକଟ ଓଡିଶା-ଆନ୍ଧ୍ର ସୀମାରେ ଆନ୍ଧ୍ରର ଦାଦାଗିରି । ୪ ଦିନ ହେଲା ସୀମାନ୍ତ ଆନ୍ଧ୍ରର ଲୋକ ଆରକୁକୁ ସଂଯୋଗ କରୁଥିବା ରାସ୍ତାକୁ ସମ୍ବାଇ ନିକଟରେ ପଥର ପକାଇ ଅବରୋଧ କରି ରଖିଛନ୍ତି । ଫଳରେ ଓଡିଶା ସୀମାରେ ରହୁଥିବା ଲୋକଙ୍କର ଆନ୍ଧ୍ର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ରାସ୍ତା ଅବରୋଧ ହଟାଇବାକୁ ସ୍ଥାନୀୟ ସମ୍ବାଇ ସରପଞ୍ଚ ପିଙ୍କୁ ଗୁଣ୍ଠା ଘଟଣାସ୍ଥଳକୁ ଯାଇଥିବାବେଳେ ଆନ୍ଧ୍ର ସେପଟର କିଛି ଲୋକ ସଂଘବଦ୍ଧ ଭାବେ ଆସି ସରପଞ୍ଚଙ୍କୁ ଦୁର୍ବ୍ୟବହାର କରିଛନ୍ତି । ଏହାସହ ସେମାନେ ରାସ୍ତାରେ ରଖିଥିବା ପଥର ହଟାଇବାକୁ ଦେଇନାହାଁନ୍ତି ।

ସମ୍ବାଇ ଭିତର ଓଡିଶା ସୀମାକୁ ଆନ୍ଧ୍ର ୫୦୦ ମିଟର ପାଖାପାଖି ପସି ଆସିଥିବାରୁ ଏ ନେଇ ସରପଞ୍ଚ ଥାନାରେ ଏତଲା ମଧ୍ୟ ଦେଇଛନ୍ତି । ସପ୍ତାହେ ହେଲା ଏହି ବିବାଦ ଲାଗି ରହିଥିବା ବେଳେ ଉଭୟଙ୍କ ପଟୁ ଫଳକ ପୋତା ଯାଉଛି ଓ କଢା ବି ଯାଉଛି ।

   Related Posts