କୋଟିଆରେ ପୁଣିଥରେ ପସିଲେ ଆନ୍ଧ୍ର ଅଧିକାରୀ, ବାଣ୍ଟିଲେ ରାସନ କାର୍ଡ

Published By : Prameya-News7 Bureau | October 08, 2021 IST

କୋଟିଆ, ୦୮/୧୦: କୋଟିଆରେ ପୁଣିଥରେ ପସିଲେ ଆନ୍ଧ୍ର ଅଧିକାରୀ। ଆନ୍ଧ୍ର ତରଫରୁ କୋଟିଆରେ ହେଉଥିବା ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଏହି ଅଧିକାରୀ । ଗଂଜେଇପଦରରେ ଗ୍ରାମସଭା ପାଇଁ ଆନ୍ଧ୍ର ଅଧିକାରୀ ଏକାଠି ହୋଇଥିବା ଜଣାପଡ଼ିଛି । ସେମାନେ ଲୋକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ରାସନ କାର୍ଡ ବାଣ୍ଟିଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.