Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ସମ୍ବାଇରେ ଆନ୍ଧ୍ର-ଓଡିଶା ସୀମା ବିବାଦ : ଉଭୟ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ବୈଠକ

23/12/2020 at 12:30 PM

ଜୟପୁର ୨୩।୧୨: କୋରାପୁଟ ସମ୍ବାଇରେ ଆନ୍ଧ୍ର-ଓଡିଶା ସୀମା ବିବାଦ ପ୍ରସଙ୍ଗରେ ଆଜି ଉଭୟ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କର ସମ୍ବାଇର ସୁନାବେଡାରେ ବୈଠକ ବସିବ । ୧୯୬୩ ସେଟେଲମେଣ୍ଟ ମ୍ୟାପ୍ ଅନୁଯାୟୀ ସୀମାରେ ୬ଟି ପଥର ଚିହ୍ନଟ କରାଯାଇଛି ।

ଏପଟେ ଆନ୍ଧ୍ରପ୍ରଦେଶ ମଧ୍ୟ ଫରେଷ୍ଟ ମ୍ୟାପ୍ ଅନୁଯାୟୀ ସୀମା ଚିହ୍ନଟ କରିଛି । କିଛି ଦିନ ଧରି ସମ୍ବାଇରେ ଆନ୍ଧ୍ରର ଅନୁପ୍ରବେଶ ନେଇ ଉତ୍ତେଜନା ଲାଗି ରହିଥିଲା । ଗତ ୩ ତାରିଖରେ ବିଶାଖାପାଟଣା ଓ କୋରାପୁଟ ପ୍ରଶାସନ ଏକାଠି ବସି ମିଳିତ ସର୍ଭେ ମାଧ୍ୟମରେ ସୀମା ବିବାଦ ସମାଧାନ ପାଇଁ ରାଜି ହୋଇଥିଲେ । ତେବେ ବିବାଦର ସମାଧାନ ଆଗରୁ ଓଡ଼ିଶା ସୀମା ଭିତରେ ଆନ୍ଧ୍ର ରାସ୍ତା ନିର୍ମାଣ କରିଥିଲା । ଏସବୁ ଭିତରେ ଆଜି ବୈଠକର ଗୁରୁତ୍ବ ରହିଛି ।

   Related Posts