Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୪୨୬ କୋଭିଡ୍ ପଜିଟିଭ୍, ୧୨୨୫୨୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • କମିବ ତାପମାତ୍ରା, ୨୮ରୁ ବଢିବ ଶୀତ
  • ||

ଜାପାନ୍‌ରେ ରିଲିଜ୍‌ ହେବ ଆୟୁଷ୍ମାନ ଓ ତବୁଙ୍କ ଅଭିନୀତ ସିନେମା ଅନ୍ଧାଧୁନ୍‌

12/11/2019 at 9:29 PM

ନୂଆଦିଲ୍ଲୀ ୧୨।୧୧ – ଜାପାନ୍‌ରେ ଆୟୁଷ୍ମାନ ଖୁରାନା ଓ ତବୁଙ୍କ ଅଭିନୀତ ସିନେମା ଅନ୍ଧାଧୁନ୍‌ ରିଲିଜ୍‌ ହେବ । ନଭେମ୍ବର ୧୫ ତାରିଖରେ ଏହି ସିନୋ ରିଲିଜ୍‌ ହେବ ।

ଜାପାନର ସିନେମା ପ୍ରେମୀଙ୍କୁ ଏହା ବେଶ୍‌ ପସନ୍ଦ ଆସିବ ବୋଲି ଏହାର ନିର୍ମାତା ଆଶା ରଖିଛନ୍ତି । ଇରୋସ୍‌ ଇଣ୍ଟରନ୍ୟାସନାଲ୍‌ ଏହି ସିନେମାର ବିତରକ ଅଛି । ଏହି ସିନେମା ସସ୍‌ପେନସ୍‌ ଥ୍ରୀଲର । ଭାରତରେ ଏହ ସିନେମା ବେଶ୍‌ ଭଲ୍‌ ପ୍ରଦରଶନ କରିଥିଲା । କଲମ୍ବିଆରେ ଏହି ସିନେମା ଡିସେମ୍ବର ୨୭ ତାରିଖରେ ରିଲିଜ୍‌ ହେବ ।

   Related Posts