ଜାପାନ୍ରେ ରିଲିଜ୍ ହେବ ଆୟୁଷ୍ମାନ ଓ ତବୁଙ୍କ ଅଭିନୀତ ସିନେମା ଅନ୍ଧାଧୁନ୍
12/11/2019 at 9:29 PM

ନୂଆଦିଲ୍ଲୀ ୧୨।୧୧ – ଜାପାନ୍ରେ ଆୟୁଷ୍ମାନ ଖୁରାନା ଓ ତବୁଙ୍କ ଅଭିନୀତ ସିନେମା ଅନ୍ଧାଧୁନ୍ ରିଲିଜ୍ ହେବ । ନଭେମ୍ବର ୧୫ ତାରିଖରେ ଏହି ସିନୋ ରିଲିଜ୍ ହେବ ।
ଜାପାନର ସିନେମା ପ୍ରେମୀଙ୍କୁ ଏହା ବେଶ୍ ପସନ୍ଦ ଆସିବ ବୋଲି ଏହାର ନିର୍ମାତା ଆଶା ରଖିଛନ୍ତି । ଇରୋସ୍ ଇଣ୍ଟରନ୍ୟାସନାଲ୍ ଏହି ସିନେମାର ବିତରକ ଅଛି । ଏହି ସିନେମା ସସ୍ପେନସ୍ ଥ୍ରୀଲର । ଭାରତରେ ଏହ ସିନେମା ବେଶ୍ ଭଲ୍ ପ୍ରଦରଶନ କରିଥିଲା । କଲମ୍ବିଆରେ ଏହି ସିନେମା ଡିସେମ୍ବର ୨୭ ତାରିଖରେ ରିଲିଜ୍ ହେବ ।
Related Posts
ଟିଭି ପରଦାର ଇଚ୍ଛାଧାରୀ ନାଗୁଣୀ କିଣିଲେ କୋଟିଏ ଟଙ୍କାର କାର
16 January 2021