Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ସରିଗଲା ତେଲ : ଚିଲିକା ରାଜହଂସ ନିକଟ ସମୁଦ୍ର କୂଳରେ ଫସିଲା ଆଣ୍ଡାମାନ ନିକୋବର ବୋଟ୍

25/10/2019 at 6:01 PM

କୃଷ୍ଣପ୍ରସାଦ ୨୫|୧୦ : ଚିଲିକା ରାଜହଂସ ନିକଟ ସମୁଦ୍ର କୂଳରେ ଫସିଲା ଅଣ୍ଡାମାନ ନିକୋବର ବୋଟ୍ ତେଲ ସରିଯିବା ଯୋଗୁଁ ବୋଟ୍ ଟି ଫସିଯାଇଥିବା ସୂଚନା ମିଳିଛି ।

ବୋଟ୍ ରେ ଥିବା ଜଣେ ବୋଟ୍ କର୍ମଚାରୀ ପାଣିରେ ବୁଡି ବୁଡି କୂଳରେ ଲାଗିଥିବା ଦେଖିବାକୁ ମିଳିଛି । ଖିରିସାହି ଗାଁ ଲୋକେ ତାଙ୍କୁ ଉଦ୍ଧାର କରିଛନ୍ତି ।  ଉଦ୍ଧାର ହୋଇଥିବା ବ୍ୟକ୍ତି ହେଉଛନ୍ତି ଅମର୍ତ୍ତି କୁଜୁରୁ ବୋଲି ଜଣାପଡିଛି ।

   Related Posts