Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ଓଡ଼ିଶା କୁଇନ୍‌ ଟାଇଟେଲ୍‌ ଜିତିଲେ ଅନନ୍ୟା – ସେଲିବ୍ରେଟି ଜଜ୍‌ ଭାବେ ଯୋଗ ଦେଇଥିଲେ ବଲିଉଡ୍‌ ସୁନ୍ଦରୀ ଜରିନ୍‌ ଖାନ୍‌

11/11/2019 at 8:41 PM

ଭୁବନେଶ୍ୱର, ୧୧/୧୦ : ଓଡିଶା କୁଇନ୍‌ ମୁକୁଟ ଜିତିଛନ୍ତି ଅନନ୍ୟା ଆଚାର୍ଯ୍ୟ । ଏଥିରେ ସୌମ୍ୟା ସାହୁ ରନରସ୍‌ଅପ୍‌ ହୋଇଥିବା ବେଳେ ଇଭା ଜେମସ୍‌ ରୁଦ୍ରାଙ୍ଗି ଦ୍ୱିତୀୟ ରନରସ୍‌ଅପ୍‌ ହୋଇଥିଲେ ।

ବଲିଉଡ୍‌ ସୁନ୍ଦରୀ ଜରିନ୍‌ ଖାନ ଏଥିରେ ସେଲିବ୍ରେଟି ଜଜ୍‌ ଓ ଜାତୀୟ ସ୍ତରର ଫେସନ୍‌ କୋରିଓଗ୍ରାଫର କେୟୁର ଦେଶାଇ,ମେକ୍‌ଅପ୍‌ ଷ୍ଟାଇଲିସ୍‌ ବର୍ଣ୍ଣାଲି ଭୁୟାଁ , ଅଲିଉଡ୍‌ ଷ୍ଟାର ବୁଦ୍ଧାଦିତ୍ୟ ମହାନ୍ତି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ସୁନ୍ଦର କେଶ, ସ୍କିନ୍‌ ଓ ଲେଗ୍‌ ପାଇଁ ମଧ୍ୟ ଏଥିରେ ପୁରସ୍କାର ଦିଆଯାଇଥିଲା ।


ଏହି ଅବସରରେ ଓଡିଶା କୁଇନ୍‌ ମଞ୍ଚରେ ମୋ ଖବର ଖବର କାଗଜ ଲୋକାର୍ପିତ ହୋଇଥିଲା ।ଏହା ଏକ ସମ୍ବାଦଧର୍ମୀ ପତ୍ରିକା । ଓଲିଉଡ୍‌ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି, ଅଭିନେତ୍ରୀ ଦେବଯାନୀ, ପ୍ରଯୋଜକ ଟୁଟୁ ନାୟକ, ଆର୍‌ ଆର୍‌ . ଇଭେଣ୍ଟସ୍‌ର ପରିଚାଳନା ନିର୍ଦେଶକ ରମେଶ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

   Related Posts