Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ପିଲାଙ୍କ ସହ ଖ୍ରୀଷ୍ଟମାସ ଏଞ୍ଜୟ କରିବାକୁ ଏନଜିଓ ପହଞ୍ଚିଲେ ଏହି ଅଭିନେତ୍ରୀ : ନଜର ଆସିଲେ ବୋଲ୍ଡ ଲୁକରେ

21/12/2019 at 4:12 PM

ମୁମ୍ବାଇ ୨୧/୧୨: ଖ୍ରୀଷ୍ଟମାସ ପାଖେଇ ଆସୁଛି ଏବଂ ବଲିଉଡ ଷ୍ଟାର ଏହାର ସେଲିବ୍ରେସନକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି । ଷ୍ଟାରଙ୍କ ପର୍ବ ପୂର୍ବରୁ ଧୁମଧାମରେ ଖ୍ରୀଷ୍ଟମାସ ସେଲିବ୍ରେସନ୍ ଆରମ୍ଭ ହୋଇଯାଇଛି। ଷ୍ଟାରମାନେ କେଉଁଠି ନା କେଉଁଠି ସେଲିବ୍ରେଟ୍ କରୁଥିବାର ନଜର ଆସିଛନ୍ତି। ନିକଟରେ ଏପରି ଏକ ଫଟୋ ଖୁବ୍ ଭାଇରାଲ ହୋଇଛି। ଗତ ଶନିବାର ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେ ଏକ ଏନଜିଓରେ ପିଲାମାନଙ୍କ ସହ ଏଞ୍ଜୟ କରୁଥିବାର ଦେଖାଯାଇଥିଲା।

ଅନନ୍ୟା ଏକ ନାଲି ରଙ୍ଗର ଅଫ ସୋଲଡର ସର୍ଟ ଷ୍ଟନିଙ୍ଗ୍ ଡ୍ରେସ୍ ପିନ୍ଧିଥିଲେ। ସର୍ଟ ଡ୍ରେସ୍ ସହ ନାଲି ରଙ୍ଗର ହାଇ ହିଲ୍ ପିନ୍ଧିଥିଲେ। ମିନିମାଲ୍ ମେକଅପ୍,ନ୍ୟୁଡ ଲିପଷ୍ଟିକରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ।

ସେ ଏନଜିଓ ପିଲାଙ୍କ ସହ ବହୁତ ମସ୍ତି କରିଥିଲେ।

ସେ ଏହି ପିଲାଙ୍କୁ ବହୁତ ମିଠା ଖାଇବାକୁ ଦେଇଥିଲେ ଏବଂ ତାଙ୍କ ସହ ଫଟୋ ଉଠାଇଥିଲେ।

ନିକଟରେ ଅନନ୍ୟାଙ୍କ ‘ପତି ପତ୍ନୀ ଔର ଓ୍ବ’ ରିଲିଜ ହୋଇଛି। ଏଥିରେ ତାଙ୍କ ସହ କାର୍ତ୍ତିକ ଆର୍ଯ୍ୟନ୍ ଏବଂ ଭୂମି ପେଡନେକର ମୁଖ୍ୟ ଭୂମିକାରେ ଥିଲେ।

ଏବେ ଅନନ୍ୟା ମକବୁଲ ଖାନଙ୍କ ‘ଖାଲି ପିଲି’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମ​‌ରେ ସେ ଈଶାନ ଖଟ୍ଟରଙ୍କ ସହ ନଜର ଆସିବେ। ଏହି ଫିଲ୍ମ ଆସନ୍ତା ବର୍ଷ ଜୁନରେ ରିଲିଜ କରାଯିବ।

   Related Posts