Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଅନନ୍ୟାଙ୍କ ଭଉଣୀ ଅଲାନା କଲେ ନିର୍ବନ୍ଧ, ସମୁଦ୍ର କୁଳରେ ବୟଫ୍ରେଣ୍ଡ ସହ ରୋମାଣ୍ଟିକ ପୋଜ୍‌ରେ ନଜର ଆସିଲେ…

6/11/2021 at 2:16 PM

ମୁମ୍ବାଇ ୦୬।୧୧ : ଅନନ୍ୟା ପାଣ୍ଡେଙ୍କ କଜିନ୍‌ ସିଷ୍ଟର ଅଲାନା ତାଙ୍କ ବୟଫ୍ରେଣ୍ଡଙ୍କ ସହ ନିର୍ବନ୍ଧ କରିଛନ୍ତି । ଏନେଇ ଅଲାନା ଇନଷ୍ଟାଗ୍ରାମରେ ପ୍ରପୋଜାଲ ଫଟୋ ସେୟାର କରିଛନ୍ତି । ଯାହାକୁ ଦେଖିଲା ପରେ ଆପଣଙ୍କର ବି ଇଚ୍ଚା ହେବ କି ଆପଣଙ୍କୁ ମଧ୍ୟ କିଏ ରୋମାଣ୍ଟିକ୍‌ ଅନ୍ଦାଜରେ ପ୍ରପୋଜ କରନ୍ତୁ ।

ସୋସିଆଲ ମିଡିଆରେ ସେନସନ ଅଲାନା ପାଣ୍ଡେ ରୋମାଣ୍ଟିକ୍ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ବୟଫ୍ରେଣ୍ଡ Ivor McCray ବହୁତ ରୋମାଣ୍ଟିକ୍‌ ଅନ୍ଦାଜରେ ବିବାହର ପ୍ରପୋଜାଲ ଦେଇଛନ୍ତି । ଏହା ସହ ଲମ୍ବା ଚଉଡା ପୋଷ୍ଟ ଲେଖିଛନ୍ତି । I vor McCrayଙ୍କୁ କିସ୍ କରୁଥିବା ନଜର ଆସୁଥିବା ବେଳେ ଅଲାନା ଫଟୋ ସେୟାର କରିଛନ୍ତି ।  ଏହା ବ୍ୟତୀତ କ୍ୟାପସନରେ ଲେଖା ହୋଇଛି- ଆଜ ସେ ୨ ବର୍ଷ ପୂର୍ବରୁ ମୁଁ ହେଲୋଇନ୍‌ ପାର୍ଟିରେ ଏହି ଖାସ୍‌ ବ୍ୟକ୍ତିଙ୍କ ସହ ସାକ୍ଷାତ କରିଥିଲି ।

ସେହି ଦିନ ମତେ ଏତେ ହସାଇଥିଲେ ମୋ ପଟି ଦରଜ ହୋଇ ଯାଇଥିଲା । ମୋର ଯେତେ ତେବେଳେ ଘର କଥା ମନେ ପଡେ ସେତେବେଳେ ସେ ମତେ ଭାରତୀୟ ଖାଇବା ବନାଇ ଦିଅନ୍ତି । ବାକି ଆଉ ଦ୍ବିତୀୟ କଥା ମୋର କିଛି ମନେ ନାହିଁ କିନ୍ତୁ ମୋତେ ଏତିକି ମନେ ଅଛି କି ମୋତ ସେ ବହୁତ ଖୁସି ଦେଇଛନ୍ତି । ଏଥିପାଇଁ ବହୁତ ବହୁତ ଧନ୍ୟବାଦ ।  ଦୁହିଁଙ୍କୁ ଜାଣିବାକୁ ୩ ମାସ ଲାଗି ଯାଇଥିଲା । ପରେ ଦୁହେଁ ଏକାଠି ରହିବା ଆରମ୍ଭ କରି ଦେଇଥିଲେ । ଏହା ସହ ଅଲାନାଙ୍କ ଏହି ସୁନ୍ଦର ହୃଦୟସ୍ପର୍ଷୀ ଲମ୍ବା ଖୁବ୍ ଭାଇରାଲ ହେବାରେ ଲାଗିଛି।

   Related Posts