ପାର୍ସଲରୁ ବାହାରୁଛି ଧୂଆଁ

Published By : Prameya-News7 Bureau | June 21, 2018 IST

ଆନନ୍ଦପୁର ଡାକଘରକୁ ଆସିଥିବା ପାର୍ସଲରୁ ବାହାରିଲା ଧୂଆଁ ସନ୍ଦେହ ହେବାରୁ ପାର୍ସଲକୁ ବାହରକୁ ଫୋପାଡିଲେ ଡାକ କର୍ମଚାରୀ ଘଷିପୁରା ଉପ ଡାକଘରକୁ ଆସିଥିଲା ପାର୍ସଲରୁ ଘଟଣାସ୍ଥଳରେ ଘଷିପୁରା ପୋଲିସ ଓ ଦମକଳ ବାହିନୀର ତନଘନା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.