Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ମହଙ୍ଗା ହେଲା ଅମୁଲ କ୍ଷୀର: ଲିଟର ପିଛା ବଢ଼ିଲା ୨ ଟଙ୍କା

30/06/2021 at 3:07 PM

ନୂଆଦିଲ୍ଲୀ ୩୦/୦୬ : ପେଟ୍ରୋଲ-ଡିଜେଲ, ଖାଇବା ତେଲ, ଡାଲି ଆଦିର ଦର ଦାମ ବୃଦ୍ଧି ହେତୁ ସାଧାରଣ ଜନତା ଚିନ୍ତିତ। ବର୍ତ୍ତମାନ କ୍ଷୀର କମ୍ପାନୀ ତରଫରୁ ଜନତାଙ୍କୁ ଆଉ ଏକ ଝଟକା ଲାଗିଛି। ଅମୁଲ କମ୍ପାନୀ କ୍ଷୀର ଦାମ ବୃଦ୍ଧି କରିଦେଇଛି। ଅମୁଲ କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି ହୋଇଛି। ନୂଆ ଦାମ ଆସନ୍ତାକାଲି ଠାରୁ ଅର୍ଥାତ ଜୁଲାଇ ୧ ତାରିଖରୁ ଲାଗୁ ହେବ।

ସୂଚନା ଅନୁଯାୟୀ, ନୂଆ ଦର ଦିଲ୍ଲୀ, ଗୁଜରାଟ, ପଞ୍ଜାବ ସମେତ ଅନେକ ରାଜ୍ୟରେ ଲାଗୁ ହେବ। କମ୍ପାନୀ ନିଜର ସବୁ ବ୍ରାଣ୍ଡରେ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛି। ନୂଆ ଦାମ ଅନୁଯାୟୀ ବର୍ତ୍ତମାନ ଅମୁଲ କ୍ଷୀର ୫୮ ଟଙ୍କାରେ ମିଳିବ।

ଅମୁଲ କମ୍ପାନୀ କ୍ଷୀର ଦାମ ବୃଦ୍ଧି କରିବା ପରେ ଅନ୍ୟ କ୍ଷୀର ବ୍ୟବସାୟୀ ମଧ୍ୟ କ୍ଷୀର ଦାମ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ କ୍ଷୀର ଉତ୍ପାଦକ ସଂଘ ଦ୍ୱାରା ଡାଏରୀ ସଞ୍ଚାଳକଙ୍କ ଉପରେ ଚାପ ପକାଇବା ଆରମ୍ଭ କରିଦେଇଛନ୍ତି।

   Related Posts