Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅଡ଼ୁଆରେ ଆଜମ୍ ଖାନ୍ : ଆଜାମ୍ ଙ୍କ ବିରୋଧରେ କଣ ପଦକ୍ଷେପ ନେବେ ବାଚସ୍ପତି ଓମ୍ ବିର୍ଲା ତାକୁ ନେଇ ଚର୍ଚ୍ଚା

29/07/2019 at 8:40 AM

ରାମପୁର ୨୯/୭: ​‌ଉତ୍ତରପ୍ରଦେଶରୁ  ଲୋକସଭା ସାଂସଦ  ହୋଇଥିବା ଆଜମ୍ ଖାନଙ୍କ ବିବାଦିତ ବୟାନ ପ୍ରସଙ୍ଗରେ  ଆଜି ବାଚସ୍ପତି  କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ  ବାକି ରହିଲା ।  ସାଂସଦ ରମାଦେବୀଙ୍କୁ  କ୍ଷମା ମାଗିବାକୁ ଆଜମ ଖାନଙ୍କୁ  କହିପାରନ୍ତି  ବାଚସ୍ପତି ଓମ୍  ବିର୍ଲା। 

ଶୁକ୍ରବାର ଅଲ ପାର୍ଟି ମିଟିଙ୍ଗରେ ସମସ୍ତ ସାସଂଦ ନିଷ୍ପତ୍ତି ସ୍ପିକରଙ୍କ ଉପର୍ ଛାଡିଛନ୍ତି  ।  ଏହି ସବୁ ଭିତରେ ଚର୍ଚ୍ଚା  ଚାଲିଛି ଯେ ଯଦି ଆଜମ ଖାନ କ୍ଷମା ନମାଗନ୍ତି   ତେବେ ସଂସଦର ଏହି ଅଧିବେଶନରେ  ତାଙ୍କୁ ନିଲମ୍ବତ କରାଯାଇ ପାରେ।

   Related Posts