ଅଡ଼ୁଆରେ ଆଜମ୍ ଖାନ୍ : ଆଜାମ୍ ଙ୍କ ବିରୋଧରେ କଣ ପଦକ୍ଷେପ ନେବେ ବାଚସ୍ପତି ଓମ୍ ବିର୍ଲା ତାକୁ ନେଇ ଚର୍ଚ୍ଚା

Published By : Prameya-News7 Bureau | July 29, 2019 IST

ରାମପୁର ୨୯/୭: ​‌ଉତ୍ତରପ୍ରଦେଶରୁ  ଲୋକସଭା ସାଂସଦ  ହୋଇଥିବା ଆଜମ୍ ଖାନଙ୍କ ବିବାଦିତ ବୟାନ ପ୍ରସଙ୍ଗରେ  ଆଜି ବାଚସ୍ପତି  କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ  ବାକି ରହିଲା ।  ସାଂସଦ ରମାଦେବୀଙ୍କୁ  କ୍ଷମା ମାଗିବାକୁ ଆଜମ ଖାନଙ୍କୁ  କହିପାରନ୍ତି  ବାଚସ୍ପତି ଓମ୍  ବିର୍ଲା। 

{"id":138384}

ଶୁକ୍ରବାର ଅଲ ପାର୍ଟି ମିଟିଙ୍ଗରେ ସମସ୍ତ ସାସଂଦ ନିଷ୍ପତ୍ତି ସ୍ପିକରଙ୍କ ଉପର୍ ଛାଡିଛନ୍ତି  ।  ଏହି ସବୁ ଭିତରେ ଚର୍ଚ୍ଚା  ଚାଲିଛି ଯେ ଯଦି ଆଜମ ଖାନ କ୍ଷମା ନମାଗନ୍ତି   ତେବେ ସଂସଦର ଏହି ଅଧିବେଶନରେ  ତାଙ୍କୁ ନିଲମ୍ବତ କରାଯାଇ ପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.