Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ଅମ୍ଫାନ ଅପଡେଟ୍‌: ପାରାଦୀପରୁ ମାତ୍ର ୪୮୦ ଦୂରରେ, ସ୍ଥଳଭାଗ ଛୁଇଁବା ବେଳେ ସୁପରସାଇକ୍ଲୋନିକ ଷ୍ଟର୍ମରେ ରୂପ ନେବ,

19/05/2020 at 11:20 AM

ଭୁବନେଶ୍ବର୧୯/୫: ସୁପର ସାଇକ୍ଲୋନ ଅମ୍ଫନ ଏକ୍ସଷ୍ଟ୍ରିମ ସର୍ଭର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା ରହିଛି। ସ୍ଥଳଭାଗ ଛୁଇଁବା ବେଳେ ଏହା ସୁପରସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ। ବର୍ତ୍ତମାନ ପାରଦୀପରୁ ୪୮୦ କିମି ଦୂରରେ ଅବସ୍ଥିତ ରହିଛି। ଏହା ଅତି ଭୀଷଣ ବାତ୍ୟା ହୋଇ ଉପକୂଳ ଅତିକ୍ରମ କରିବ ଯାହା ଫଲରେ ଉତ୍ତର ଓଡିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ।

ଉପକୂଳ ଓ ଦକ୍ଷିଣ ଓଡିଶା ରେ ମଙ୍ଗବାର ସନ୍ଧ୍ୟାରୁ ବର୍ଷା ଆରମ୍ଭ ହେବ। ଏବଂ ଆସନ୍ତା କାଲି ଉତ୍ତର ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ୨୦୦ରୁ ୨୧୦ କିମି ବେଗରେ ଆସନ୍ତା କାଲି ପବନ ବୋହିିବ ଯାହା ଫଳରେ ଗଛ ଉପୁଡିବା ସହ ଟିଣ ଛପର ଘର, ହୋର୍ଡିଙ୍ଗ ଭାଗିବା ସହ ଇଲେକ୍ଟ୍ରକ ପୋଲ ଭାଙ୍ଗିବ ବୋଲି ସୂଚନା ଦେଇଛନ୍ତି ଡିଜି। ଏହା ସହ ଆଜି ବନ୍ଦର ଗୁଡିକରେ ୩ ନମ୍ବର ବିପଦ ସଂକେତ ଦିଆଯାଇଛି।  ଓଡିଶା ଦେଇ ଗତି କରିବା ବେଳେ ଏହା ପ୍ରବଳ କ୍ଷୟକ୍ଷତି ଘଟିଇବ। ଅମ୍ଫନ ବାଙ୍ଗଲାଦେଶର ହାତିଆ ଏବଂ ପଶ୍ଚିମବଙ୍ଗର ସାଗର ଦୀପରେ ମଝିରେ ସୁନ୍ଦରବନରେ ଲାଣ୍ଡ ଫଲ୍ କରିବ ବୋଲି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ମାଡି ଆସୁଛି।

   Related Posts