Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିପାରେ ଅମ୍ଫାନ- ଜଏଣ୍ଟ ଟାଏଫୁନ୍ ଓ୍ବାର୍ଣ୍ଣିଂ ସେଣ୍ଟର

20/05/2020 at 8:37 AM

ଭୁବନେଶ୍ବର୨୦/୫: ବାତ୍ୟା ଅମ୍ଫାନର ଲ୍ୟାଣ୍ଡଫଲ୍‌ ନେଇ ଆଉ ଏକ ତଥ୍ୟା ସାମ୍ନା ଆସିଛି। ଏକ ଅନ୍ତର୍ଜାତୀୟ  ପାଣିପାଗ ସଂସ୍ଥା ଜଏଣ୍ଟ ଟାଏଫୁନ୍ ଓ୍ବାର୍ଣ୍ଣିଂ ସେଣ୍ଟରର ଆକଳନ ଅନ୍ୟ କିଛି ରହିଛି। ଓଡିଶା ଉପକୂଳ ଅତି ନିକଟବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିବ ବୋଲି ଏହି ଅନ୍ତର୍ଜାତୀୟ ସଂସ୍ଥା ଆକଳନ କରିଛନ୍ତି। ଏହାସହ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳବର୍ତ୍ତୀ ଅଞ୍ଚଳର କୌଣସି ସ୍ଥାନରେ  ଲ୍ୟାଣ୍ଡଫଲ୍ କରିବ ବୋଲି ଆଶଙ୍କା କରାଯାଉଛି। ଅନ୍ୟପଟେ ପାଣିପାଗ ବିଭାଗ ବା ଆଇଏମ୍‌ଡିଙ୍କ ସୂଚନା ଅନୁସାରେ ବାତ୍ୟା ଅମ୍ଫାନ ସୁନ୍ଦରବନ ଇଲାକାରେ ଲ୍ୟାଣ୍ଡଫଲ୍ କରିବ।

ବର୍ତ୍ତମାନ ପାଣିପାଗ ସୂଚନା ବାତ୍ୟା ଅମ୍ଫାନ ପାରାଦୀପଠାରୁ ୧୨୫ ଦୂରରେ କେନ୍ଦ୍ରୀଭୂତ ହେଉଛି। ଏହି ବାତ୍ୟା ସମଦ୍ରରେ ଅତି ଭୀଷଣ ଚକ୍ରବାତର ରୂପ ନେଇଛି।  ଉପକୂଳ ଓଡ଼ିଶାରେ ଗଛ ସହ କିଛି ଘର କଚ୍ଚା ଘର ଭାଙ୍ଗିଥିବା ସୂଚନା ମିଳିଛି। କିନ୍ତୁ ଅନ୍ୟପଟେ ବାତ୍ୟା ଅମ୍ଫାନ ର ମୁକାବିଲା ଲାଗି ରାଜ୍ୟ ସରକାର ପୁରା ସଜାଗ ରହିଛି। ସୁନ୍ଦରବନରେ ଅଞ୍ଚଳରେ ସ୍ଥଳଭାଗ ଛଇଁବ ବାତ୍ୟା ଅମ୍ଫାନ

   Related Posts