ଦ୍ବିତୀୟ ଦିନରେ ପହଞ୍ଚିଲା ବିଭାଗୀୟ ମୁଖ୍ୟ ଦପ୍ତର ଅମଲାଙ୍କ କଲମ ଛାଡ ଆନ୍ଦେ।ଳନ

Published By : Prameya-News7 Bureau | August 18, 2018 IST

ଦ୍ବିତୀୟ ଦିନରେ ପହଞ୍ଚିଲା ବିଭାଗୀୟ ମୁଖ୍ୟ ଦପ୍ତର ଅମଲାଙ୍କ କଲମ ଛାଡ ଆନ୍ଦେ।ଳନ । କ୍ୟାଡର ପୁର୍ନଗଠନ ଲାଗୁ ଦାବିରେ କଲମ ଛାଡ ଆନ୍ଦେ।ଳନ ଡାକରା ଦେଇଛନ୍ତି ବିଭାଗୀୟ ମୁଖ୍ୟ ଦପ୍ତର ଅମଲା ମାନେ । ବିଭାଗୀୟ ମୁଖ୍ୟ ସେକ୍ସନ ଅଫିସର ସଂଘ ଓ ଅମଲା ସଂଘ ପୂର୍ବରୁ ମଧ୍ୟ ଆନ୍ଦୋଳନ କରିଥିଲେ । ସରକାର କ୍ୟାଡର ଲାଗୁ ନ କଲା ପର୍ଯ୍ୟନ୍ତ କଲମଛାଡ ଆନ୍ଦେ।ଳନ ଜାରି ରହିବ ବେ।ଲି ଚେତାବନୀ ଦେଇଛି ଅମଲା ସଂଘ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.