Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ସୂରଜ ବଡଯାତ୍ୟାଙ୍କ ସିନେମାରେ ଆସିବେ ଅମିତାଭ ବଚ୍ଚନ, ଫ୍ୟାମିଲି ଡ୍ରାମାରେ ଲିଡ୍ କରିବେ ବିଗ ବି

29/12/2020 at 8:23 PM

ନୂଆଦିଲ୍ଲୀ ୨୯/୧୨ : ମନୋରଞ୍ଜନ ଦୁନିଆର ୨ ଜଣ ଜଣାଶୁଣା ନିଆରା ଏକଶୈଳିରେ ଦେଖାଯିବେ । ମିଡ ଡେ’ର ଏକ ରିପୋର୍ଟ ଅନୁଯାୟୀ ବିଗ୍ ବି ଅମିତାଭ ବଚ୍ଚନ ରାଜଶ୍ରୀ ପ୍ରଡକ୍ସନ୍ସ ଅଧୀନରେ ନିର୍ମାଣ ହେବାକୁ ଥିବା ଏକ ପାରିବାରିକ ଡ୍ରାମା ଚଳଚ୍ଚିତ୍ରରେ ଦେଖାଯିବେ । ସେ ସୂରଜ ବଡଯାତ୍ୟାଙ୍କ ସହ ଏକାଠି କାମ କରିବେ । ଚଳଚ୍ଚିତ୍ରଟି ୨୦୨୧ ପ୍ରଥମାର୍ଦ୍ଧରେ ରିଲିଜ ହେବା ନେଇ ସୂଚନା ମିଳିଛି ।

ଏଥିରେ ସୂରଜ ବଡଯାତ୍ୟା ଅମିତାଭଙ୍କୁ ନିର୍ଦ୍ଦେଶନା ଦେବେ । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେତେବେଳେ ଏହି ସ୍କ୍ରିପ୍ଟଟିକୁ ବିଗ ବି ଦେଖିଥିଲେ ତାହା ତାଙ୍କୁ ବେଶ ପସନ୍ଦ ଆସିଥିଲା ଏବଂ ସେ ସଙ୍ଗେସଙ୍ଗେ କାମ କରିବା ପାଇଁ ରାଜି ହୋଇଯାଇଥିଲେ । ଏହି ଚଳଚ୍ଚିତ୍ରଟି ୨୦୨ ର ପ୍ରଥମ ତ୍ରୈମାସିକରେ ରିଲିଜ ହେବ ଏବଂ ଏହା ଅଭିନେତା ତଥା ନିର୍ଦ୍ଦେଶକ ଭାବେ ଅମିତାଭ ବଚ୍ଚନ ଏବଂ ସୂରଜ ବଡଯାତ୍ୟାଙ୍କ ପ୍ରଥମ ଫିଲ୍ମ ହେବ ।

ବିଗ୍ ବିଙ୍କ ଫିଲ୍ମ ଉପରେ ଧ୍ୟାନ ଦେବା ସହିତ ସୂରଜ, ନିର୍ଦ୍ଦେଶନାରେ ଡେବ୍ୟୁ କରିବାକୁ ଯାଉଥିବା ତାଙ୍କ ପୁଅ ଅବନୀଶଙ୍କ ସହ ସହ ଏବେ ବ୍ୟସ୍ତ ରହୁଛନ୍ତି । ଏହା ବାଦ ସଲମାନ ଖାନଙ୍କ ସହ ୨୦୨୨ରେ ଏଖ ଫିଲ୍ମ ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି ସୂରଜ ।

   Related Posts